Google Vs X: ଖୁବ ଶୀଘ୍ର Xmail ଲଞ୍ଚ କରିବେ ଏଲନ ମସ୍କ, gmailକୁ ଦେବ ଟକ୍କର
ଦୀର୍ଘ ଦିନ ଧରି ଏଲନ୍ ମସ୍କ ଗୁଗୁଲ୍, ଫେସବୁକ୍ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡିକୁ ପରିହାସ କରିଆସୁଛନ୍ତି । ଗୁଗୁଲ୍ ଉପରେ ନିର୍ମିତ ମେମ୍ ମଧ୍ୟ ଏଲନ୍ ମସ୍କ ପ୍ରାୟତଃ ସେୟାର କରନ୍ତି । ବର୍ତ୍ତମାନ ଗୁଗୁଲ ସହିତ ସିଧାସଳଖ ପ୍ରତିଯୋଗିତା ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଛନ୍ତି । ଏଲନ୍ ମସ୍କ…