ପୁଣିଥରେ ଆକାଶରେ ଉଡ଼ିବ Go First ବିମାନ, ସର୍ତ୍ତ ରଖି ଅନୁମତି ଦେଲା DGCA
ଦେବାଳିଆ ସ୍ଥିତିରେ ଥିବା Go First ଏୟାରଲାଇନ୍ କମ୍ପାନୀକୁ ବିମାନ ଚଳାଚଳ ନିୟାମକ ସଂସ୍ଥା (ଡିଜିସିଏ) ବଡ଼ ଆଶ୍ୱସ୍ତି ଦେଇଛି। କିଛି ସର୍ତ୍ତ ସହିତ କମ୍ପାନୀକୁ ପୁଣିଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।
ଡିଜିସିଏର କହିବା ହେଲା, ଦିଲ୍ଲୀ ହାଇକୋର୍ଟ ଏବଂ ଜାତୀୟ…