Browsing Tag

Goa Hospital

ଗୋଆ: ଅକ୍ସିଜେନ ଅଭାବରୁ ପୁଣି ୧୩ ସଂକ୍ରମିତଙ୍କ ମୃତ୍ୟୁ, ୪ ଦିନରେ ଗଲାଣି ୭୪ ଜୀବନ

ଗୋଆରେ ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଲାଗୁନି ରୋକ। ଗତକାଲି ରାତିରୁ ଆଜି ସକାଳ ମଧ୍ୟରେ ଅକ୍ସିଜେନ ଅଭାବରୁ ପୁଣି ୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ସହ ଗତ ୪ଦିନ ମଧ୍ୟରେ ଗୋଆ ମେଡିକାଲ କଲେଜ ଓ ହସ୍‌ପିଟାରେ ଅକ୍ସିଜେନ ଅଭାବରୁ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି।…