ଜଳିଗଲା ଗୁହାଳ , ୧୨ ଛେଳି ଜୀବନ୍ତ ଦଗ୍ଧ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍ଗରଡ଼ା ରେ ନିଆଁ ଲାଗି ଭଗବାନ ନାଇକ ନାମକ ବ୍ୟକ୍ତିଙ୍କ ଗୁହାଳ ଜଳି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି l ଗୁହାଳମଧ୍ୟରେ ଥିବା ୧୨ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି l ଅଗ୍ନିକାଣ୍ଡ ର କାରଣ ଜଣାପଡ଼ିନାହିଁ l ହୁତ ହୁତ ହୋଇ ନିମିଷକ…