ଖୁଣ୍ଟରେ ବାନ୍ଧି ଛେଳି ସହ ଦୁଷ୍କର୍ମ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ଫେରାର୍ ହୋଇଗଲା ଯୁବକ
ଛେଳି ସହ ଦୁଷ୍କର୍ମ । ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଜଣେ ଯୁବକ ଛେଳି ସହ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଏଥିଯୋଗୁ ଛେଳିଟି ଗୁରୁତର ହୋଇପଡ଼ିଛି । ଲୋକମାନେ ଘଟଣା ବିଷୟରେ ଜାଣିବା ପରେ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ,…