Browsing Tag

goat theft racket

କାକଟପୁର : ଛେଳି ମୁହଁରେ ସେଲୋଟ୍ୟାପ୍‌ ମାରି ଚାଲାଣ କରୁଥିବା ବେଳେ ବାପ-ପୁଅକୁ ଅଟକ କଲା ପୋଲିସ

କାକଟପୁର(କେନ୍ୟୁଜ୍‌) : ଲୋକେ ଯେତେ ସତର୍କ ହେଉଛନ୍ତି, ଚୋର ମଧ୍ୟ ସେଥିପାଇଁ ଅଭିନବ ଉପାୟ ମଧ୍ୟ କାଢ଼ୁଛନ୍ତି । କାକଟପୁରରେ ଛେଳିଙ୍କ ମୁହଁରେ ସେଲୋଟ୍ୟାପ ମାରି ଛେଳି କରୁଥିବା ଖବର ଏବେ ସାମ୍ନାକୁ ଆସିଛି । ଏଭଳି ଅଭିନବ ଉପାୟରେ ଛେଳି ଚୋରି କରି ବାହାର ଜିଲ୍ଲାକୁ ଚାଲାଣ କରୁଥିବା ବେଳେ…