Browsing Tag

goat video viral

ପତ୍ର ଖାଇବା ପାଇଁ ଛେଳି ଆପଣେଇଲା ଅଜବ ଉପାୟ , ମଇଁଷି ଉପରେ ଚଢି କରୁଥିଲା କିଛି ଏପରି ଦେଖନ୍ତୁ ଭିଡିଓ..

ସାଧାରଣତଃ ସୋସିଆଲ ମିଡିଆରେ ଯୁଗାଡ଼ ଭିଡିଓଗୁଡିକ ଭଲ ଲାଗେ । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଗୋଟିଏ ଛେଳିର ଜୁଗାଡ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ ଯେ ଏହି ଛେଳିଟି ବହୁତ ସ୍ମାର୍ଟ ଅଟେ । ଆପଣ ଛେଳିକୁ ଗଛ ଉପରକୁ…