ଏଠି ମନ୍ଦିରରେ ପୂଜା ପାଆନ୍ତି ଛେଳି, ପୂର୍ଣ୍ଣ କରିଥାନ୍ତି ମନସ୍କାମନା !
ଦୁନିଆ ବହୁତ ପ୍ରକାର ଆଶ୍ଚର୍ଯ୍ୟରେ ଭରି ରହିଛି। ଗୋଟିଏରୁ ଗୋଟିଏ ଆଶ୍ଚର୍ଯ୍ୟକର କଥା ଦୁନିଆରେ ବହୁତ ସ୍ଥାନରେ ହେଉଛି। ଯେଉଁଠି ଦେବୀ ଦେବତାଙ୍କର ନୁହେଁ, ବରଂ ନିଜର କଷ୍ଟରୁ ରକ୍ଷା ପାଇବା ପାଇଁ ଛେଳି ପାଖରେ ମନଷ୍କାମନା କରିଥାନ୍ତି। ଏହା ଏକ ଅଦ୍ଭୁତ ମନ୍ଦିର ଯେଉଁଠି ଭଗବାନ ସ୍ଥାନରେ ଛେଳି…