ଘରେ ଘରେ ଭୋଗ ନୈବେଦ୍ୟ ଗ୍ରହଣ କରି ଚାପ ଖେଳନ୍ତି ଠାକୁର, ଦେଖିବାକୁ ଲାଗେ ଲୋକଙ୍କ ଭିଡ଼
ଠାକୁରଙ୍କର ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀ ପାଳନ ହେଉଥିବାବେଳେ ବାରୁଣୀ ସ୍ନାନ ହେଉଛି ମୁଖ୍ୟ ପର୍ବ । ଏହାକୁ ଅତି ଧୁମଧାମର ସହିତ ପାଳନ କରାଯାଇଥାଏ । ଗାଁର ଆରାଧ୍ୟ ଠାକୁର ପ୍ରଭୁ ବୁଦ୍ଧନାଥ ମା’ ହରଚଣ୍ଡି ପାର୍ଶ୍ୱ ଗ୍ରାମ ଗଙ୍ଗାନାରାୟଣପୁରର ଗଙ୍ଗାଦେବୀ ରାଧାକୃଷ୍ଣ ମା’ ହରଚଣ୍ଡି…