Browsing Tag

goddess lakshmi

ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ରାଇକିଆ ସହର, ୩୦ ବର୍ଷରେ ପ୍ରଦାର୍ପଣ କରିଛି ପୂଜା

ରାଇକିଆ: ଧାଡ଼ି ବାନ୍ଧି ଯାଉଛନ୍ତି ମହିଳାମାନେ ।  ମା’ଙ୍କ ଲାଗି ଗର୍ଜନ ନଦୀରୁ ଆଣିଛନ୍ତି ପାଣି । ମୁଣ୍ଡରେ କଳସ ଧରି କୀର୍ତ୍ତନ ହରିବୋଲ ହୁଳହୁଳି ସହ ସହର ପରିକ୍ରମା କରି ମା’ଙ୍କ ମଣ୍ଡପରେ ପହଞ୍ଚିଛନ୍ତି ମହିଳାମାନେ । କାହିଁକି ନା ରାଇକିଆ ସହରରେ ଚାଲିଛି ମା’ ମହାଲକ୍ଷ୍ମୀଙ୍କ ପୂଜା ।…

ମା’ ଲକ୍ଷ୍ମୀଙ୍କୁ ସମର୍ପିତ ଶୁକ୍ରବାର, ଖାସ୍ ଉପାୟକୁ ଆପଣାଇ ମା’ଙ୍କୁ କରନ୍ତୁ ପ୍ରସନ୍ନ

ମା’ ଲକ୍ଷ୍ମୀଙ୍କୁ ସମର୍ପିତ ଶୁକ୍ରବାର । ତେଣୁ ଏହି ଦିନ ଧନର ଦେବୀ ମା' ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ପୁରାଣ ମାନ୍ୟତା ଅନୁସାରେ ମା' ଲକ୍ଷ୍ମୀଙ୍କୁ ଧନର ଏବଂ ସମୃଦ୍ଧିର ଦେବୀ ବୋଲି ବିବେଚନା କରାଯାଏ । ଯେଉଁମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ତାଙ୍କ ଜୀବନରେ…

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ମୁଖ୍ୟ ଆକର୍ଷଣ ପାଲଟିଛି ମୁରାସୁର ଦରବାର

ସୁବର୍ଣ୍ଣପୁର: ମହାମାୟାଙ୍କୁ ମେଲାଣି ପରେ ଗଜଲକ୍ଷ୍ମୀ ରୂପରେ ଧରାବତରଣ କରିଛନ୍ତି ମା’। ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ସୁବର୍ଣ୍ଣପୁର ସହର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଠାରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ଅନନ୍ତ କ୍ଳବ୍ ଦ୍ଵାରା ଆୟୋଜିତ ଏହି ପୂଜା…

ଦର୍ଶକଙ୍କୁ ଆକର୍ଷିତ କରୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ପାଲଟିଛି ଚାନ୍ଦି ମେଢ

କେନ୍ଦ୍ରାପଡା: ଜମୁଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଦିନକୁ ଦିନ ପୂଜା ବଜାରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ପୂଜାର ଆକର୍ଷଣ ପାଲଟିଛି  ଚାନ୍ଦି ମେଢ । ବିଭିନ୍ନ ପୂଜାମଣ୍ଡପରେ ଶୋଭା ପାଉଛି ଭଳିକି ଭଳି ଡିଜାଇନ୍‌ର ଆକର୍ଷଣୀୟ ଚାନ୍ଦିମେଢ ଓ ମୁକୁଟ । କେନ୍ଦ୍ରାପଡା…

ଦେବଶୟନୀ ଏକାଦଶୀରେ କାହିଁକି ଜଳାଯାଏ ଚାରିମୁଖୀ ଦୀପ, ଜାଣନ୍ତୁ ଏହାର ଲାଭ କ’ଣ?

ଆଜି ଦେବଶୟନୀ ଏକାଦଶୀ, ଚତୁର୍ମାସ ଆରମ୍ଭ ହୋଇଛି । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ଗ୍ରହଣ କରାଯାଏ, କିନ୍ତୁ ଆପଣ କ’ ଣ ଜାଣନ୍ତି ଯେ ଏହି ଦିନ ଚାରିମୁଖୀ ଦୀପ କାହିଁକି ଜଳାଯାଏ? ଦେବଶୟନୀ ଏକାଦଶୀରେ ବିଷ୍ଣୁ ଜୀଙ୍କର ଶୟନ କାଳ ଆରମ୍ଭ ହୁଏ । ଏହି ଦିନ…

ତୁଳସୀ ପୁଜା ସହ ସକାଳେ କରନ୍ତୁ ଏହି କାମ, ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ବିଶ୍ୱାସ କରାଯାଏ ଯେ ଯେଉଁମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ ସମୋନଙ୍କ ଜୀବନରେ କୌଣସି ସମସ୍ୟା ଆସେ ନାହିଁ । ମା’ ଲକ୍ଷ୍ମୀଙ୍କୁ ଧନ, ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ପୂଜା କରାଯାଏ । ଏହା ବ୍ୟତୀତ ଯଦି ଦେବୀ…

ରାଖୀ ପୂର୍ଣ୍ଣିମା ଦିନ ଆପଣାନ୍ତୁ ଏହି ଉପାୟ, ଘରକୁ ଆସିବେ ଧନର ଦେବୀ ମା’ ଲକ୍ଷ୍ମୀ

ରାଖୀ ପୂର୍ଣ୍ଣିମା ହେଉଛି ଭାଇ-ଭଉଣୀ ସ୍ନେହର ବନ୍ଧନ । ଅତି ସ୍ନେହରେ ଭଉଣୀମାନେ ନିଜ ଭାଇ ହାତରେ ରାଖୀ ବାନ୍ଧନ୍ତି । ସାରା ଜୀବନ ଭଉଣୀର ରକ୍ଷା କରିବା ପାଇଁ ଭାଇମାନେ ପ୍ରତିଜ୍ଞା କରନ୍ତି । ଶ୍ରାବଣ ମାସର ପୂର୍ଣ୍ଣିମା ଦିନକୁ ରାଖୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଚଳିତ ବର୍ଷ ୧୯ ଅଗଷ୍ଟ…

ଏହି ଖାସ ଉପାୟ ଆପଣଙ୍କୁ କରିଦେବ ଧନବାନ

ଶାସ୍ତ୍ର ମୁତାବିକ ଧନର ଦେବତା ହେଉଛନ୍ତି କୁବେର। କୁବେର ଦେବଙ୍କୁ ଭଗବାନ ଶିବଙ୍କ ଦ୍ୱାରପାଳ କୁହାଯାଏ। ସାଧାରଣ ଭାବେ ଧନ ପ୍ରାପ୍ତି ପାଇଁ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କର ପୂଜା ସହିତ କୁବେର ଦେବଙ୍କ ପୂଜା ମଧ୍ୟ ଖୁବ ଭଲ ଫଳ ଦେଇଥାଏ। ଧର୍ମ ଗ୍ରନ୍ଥ ମୁତାବିକ…

ଗୁଆର ଏହି ଉପାୟ କଲେ ପ୍ରସନ୍ନ ହୁଅନ୍ତି ମା’ ଲକ୍ଷ୍ମୀ, ବଢେ ଘରର ସୁଖ ସମୃଦ୍ଧି

ଗୁଆ, ଯାହାକୁ ସମସ୍ତେ ଜାଣନ୍ତି। ଅନେକ ଏହାକୁ ପାନ ସହିତ ଖାଆନ୍ତି। କିଛି ଗୁଆ ପୂଜା ମଧ୍ୟ କରାଯାଏ। ତେବେ ସବୁ ଗୁଆ ପୂଜା ହୁଏନି କି ସବୁ ଗୁଆ ଖିଆ ଯାଏନି। କେତେକ ଗୁଆ କୁ ପ୍ରତିଦିନ ପୂଜା କରନ୍ତି।। କୁହାଯାଏ ଗୁଆ କୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହୁଅନ୍ତି। ଆଉ ଆଶୀର୍ବାଦ…

ଘରେ ଦେଖୁଛନ୍ତି କି ଏହିସବୁ ସଙ୍କେତ, ତେବେ ବୁଝିଯାନ୍ତୁ ଖୁବ ଶୀଘ୍ର ମାତା ଲକ୍ଷ୍ମୀ ଘରକୁ କରିବେ ପ୍ରବେଶ, ବଦଳିଯିବ…

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ…

ଜାଣନ୍ତୁ ମାଆ ଲକ୍ଷ୍ମୀଙ୍କ ଅପହରଣ ପଛରେ ଥିବା ପୌରାଣିକ କାହାଣୀ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ…

ଝାଡ଼ୁରେ ଗୋଡ଼ ବାଜିଗଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌ ଅସନ୍ତୁଷ୍ଟ ହେବେ ମହାଲକ୍ଷ୍ମୀ

ସାଧାରଣତଃ ସଫେଇ ପାଇଁ ଝାଡ଼ୁ ବ୍ୟବହାର କରାଯାଏ। ହିନ୍ଦୁ ଧର୍ମରେ ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ଧରାଯାଏ। ଏଣୁ ଝାଡ଼ୁ ସହ ଜଡ଼ିତ କେତେକ ଏଭଳି ମାନ୍ୟତା ରହିଛି, ଯାହା ଆପଣଙ୍କୁ ଧନୀ କରିପାରେ। ଝାଡ଼ୁ ସହ ଜଡ଼ିତ ଏସବୁ ନିୟମକୁ ଯଦି ଆପଣ ନ ମାନନ୍ତି ତେବେ ଗରିବ ହେବା ସହ ଦରିଦ୍ରତାର…