Browsing Tag

Goddess ratanei of chikiti

ଶାଗୁଣା ଖୋଲ ପାହାଡ଼ରେ ପୂଜିତ ମା ରତନେଇ

ଷାଠିଏ ବର୍ଷ ତଳର କଥା,ବାହୁଦା ନଦୀରେ କଳିଙ୍ଗ ଦଳା ଆନିକଟ ବା' ଚେକ୍ ଡ୍ୟାମ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା ଆରମ୍ଭ ହେଲା, ଜଳ ସେଚନ ବିଭାଗ, ଠିକାଦାର କାର୍ଯ୍ୟ କରିବା ପାଇଁ ଯେତେ ଚେଷ୍ଟା କଲେ ବି' ଆରମ୍ଭ ହୋଇ ପାରିଲା ନାହିଁ । ଚିନ୍ତା ପଡିଲା କଣ କରିବେ । ହଠାତ୍ ଗୋଟିଏ ରାତିରେ…