ବିନା ମୂର୍ତ୍ତିରେ ଏହି ମନ୍ଦିରରେ ହୋଇଥାଏ ଅମ୍ବାଜୀଙ୍କ ପୂଜା, ଆଖିରେ ପଟି ବାନ୍ଧି କରାଯାଏ ପୂଜାର୍ଚ୍ଚନା
ଗୁଜୁରାଟର ବଣାସକାଣ୍ଠାରେ ଅବସ୍ଥିତ ମାଆ ଅମ୍ବାଜୀ ମନ୍ଦିର। ଦେଶର ସବୁଠୁ ପ୍ରମୁଖ ମନ୍ଦିର ମଧ୍ୟରୁ ଏହା ହେଉଛି ଏକ। ଏହି ମନ୍ଦିର ଖାସ୍ ରୂପେ ଦୁର୍ଗା ମାତା ମାନେ ଅମ୍ବା ଦେବୀଙ୍କୁ ସମର୍ପିତ କରାଯାଇଛି। ଏହି ମନ୍ଦିରକୁ ନେଇ ମଧ୍ୟ ଅନେକ ଧାର୍ମିକ ମାନ୍ୟତା ରହିଛି। କୁହାଯାଏ କି ଏହି ସ୍ଥାନରେ…