କ’ଣ ଆପଣ ବି ସନ୍ଧ୍ୟାରେ ଏହି ଭୁଲ କରୁଛନ୍ତି କି? ଆଗୁଆ ଜାଣି ରଖନ୍ତୁ ନଚେତ୍ ପଡ଼ିଯିବ ମାତା ଲକ୍ଷ୍ମୀଙ୍କ କୋପ
ଧାର୍ମିକ ମାନ୍ୟତା ଅନୁଯାୟୀ ସନ୍ଧ୍ୟା ସମୟରେ କିଛି କାମ ରହିଛି ଯାହାକୁ କରିବା ଅନୁଚିତ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢ଼ିଥାଏ। ଏମିତି ଅନେକ କାମ ରହିଛି ଯାହାକୁ ଆମେ ଅଜାଣତରେ କରିଦେଇଥାଉ। ଯାହାଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି।
ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସୁଖ…