Browsing Tag

godow

ଜଗତପୁରରୁ ନକଲି ଟାୟାର ଗୋଦାମ ଠାବ: ଗୋଦାମ ସିଲ୍, ମାଲିକ ଗିରଫ

କଟକ : କଟକ ଜିଲ୍ଲା ପାଲଟିଛି ନକଲି ସାମଗ୍ରୀର ଆସର । ନାମୀ ଦାମୀ ଷ୍ଟିକର ଲଗେଇ ବିକୁଛନ୍ତି ନକଲି ଜିନିଷ । ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ନକଲି ଟାୟାର ଗୋଦାମ ଠାବ କରିଛି ପୋଲିସ । କଟକ ସହରର ଏକ ବ୍ୟବସାୟ ପ୍ରତିଷ୍ଠାନର ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ଚଢାଉ କରାଯାଇଛି । ଗୋଦାମ…