ଏହି ଉପାୟ ସାହାଯ୍ୟରେ ଗୁଗଲ୍ ମ୍ୟାପରେ ଚେକ କରିପାରିବେ ଲାଇଭ୍ ଟ୍ରେନ୍ ଷ୍ଟାଟସ୍
ନିକଟରେ ଗୁଗଲ ନିଜର ନେଭିଗେସନ ଆପକୁ ଅପଡେଟ କରିଛି ଯେଉଁଥିରେ ଭାରତୀୟ ୟୁଜର୍ସ ନା କେବଳ ଦଶ ସହରର ଲାଇଭ ଟ୍ରାଫିକ ଦେଖିପାରିବେ ବରଂ ବସର ଟ୍ରାଭେଲ ଟାଇମ ମଧ୍ୟ ଚେକ କରିପାରିବେ। ଏହାସହିତ ଆପ୍ ଦ୍ବାରା ଏହା ମଧ୍ୟ ଜାଣିପାରିବେ ଯେ କେଉଁଠାରୁ କେଉଁଠାକୁ ଯିବା ଆସିବା ପାଇଁ ସବୁଠାରୁ ଭଳ ରୁଟ୍…