ଦରଦାମ ବୃଦ୍ଧିରେ ରୋକ ଲଗାଇବାକୁ ସରକାର ଚେଷ୍ଟା କରୁଛନ୍ତି : ବିଜେପି
ଭୁବନେଶ୍ୱର : ବିଜେଡିର ଆନ୍ଦୋଳନ ଉପରେ କଡ଼ା ଜବାବ ରଖିଲା ବିଜେପି । ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ସମୟରେ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବାକୁ ଦଳ ନିନ୍ଦା କରଛି । ଓଡ଼ିଶାର ବିକାଶ ବିଜେଡ଼ି ଦେହରେ ଯାଉ ନାହିଁ । ବିଜେପି ସରକାରର ସଫଳ ଶାସନ ଦେଖି ସହିପାରୁନି ବିଜେଡ଼ି ।
ଦର…