Browsing Tag

golamunda

ଗିରଫ ହେଲେ ଗୋଲାମୁଣ୍ଡା ବିଡିଓ, ଗତକାଲି ଗାଡ଼ିରୁ ୫ଲକ୍ଷ ଜବତ କରିଥିଲା ଭିଜିଲାନ୍ସ

କଳାହାଣ୍ଡି: ବନ୍ଧାହେଲେ ଗୋଲାମୁଣ୍ଡା ବିଡିଓ । ଅକ୍ଷମିତା କାର୍ତ୍ତିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ବିଡିଓଙ୍କ ଗାଡ଼ିରୁ ୫ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଭବାନୀପାଟଣାରୁ ପୈତୃକ ଘର କୋରାପୁଟ ଯାଉଥିବା ବେଳେ ଭବାନୀପାଟଣା- ଜୁନାଗଡ଼ ମଧ୍ୟରେ ଜାରିଙ୍ଗ ଠାରେ ତାଙ୍କୁ ଅଟକାଇଥିଲା…