ଆଜି ସ୍ଥିର ରହିଛି ସୁନା ଦର : ଜଲଦି କିଣନ୍ତୁ ଅଳଙ୍କାର
ଗତ କିଛି ଦିନ ଧରି ବଢି ଚାଲିଥିଲା ସୁନା ଦର । ଦୀପାବଳିରେ ସୁନା ଦର ବୃଦ୍ଧି ପାଇ ୮୨ ହଜାର ପାର କରିଥିଲା । ଏବେ ଦରବୃଦ୍ଧି ଉପରେ ସାମୟିକ ଭାବେ ଲାଗିଛି ବ୍ରେକ । ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ…