ଲକ୍ଷେ ମୁହାଁ ସୁନା ଦର, ଅହେତୁକ ବୃଦ୍ଧି ପାଇଁ ଗ୍ରାହକ ଚିନ୍ତାରେ
ଟେନସନ ବଢ଼ାଇ ଚାଲିଛି ସୁନା ଦର । ୧୦ ଦିନ ହେଲା ହୁ ହୁ ହୋଇ ବଢ଼ୁଛି ରେଟ। ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍…