ଚାଲିଛି ବିବାହ ଋତୁ, ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର
ମହିଳାଙ୍କ ସୌନ୍ଦର୍ଯ୍ୟକୁ ପୂର୍ଣ୍ଣ କରେ ସୁନାର ଗହଣା । ପ୍ରତ୍ୟେକ ମହିଳା ଗହଣା ପିନ୍ଧିବା ପାଇଁ ଭଲ ପାଇଥାନ୍ତି । ତେଣୁ ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୫୪୦ ଟଙ୍କା ରହିଥିବା ବେଳେ ୨୪…