ବଢ଼ି ଚାଲିଛି ସୁନା ଦର: ବିବାହ, ବ୍ରତଘର ପାଇଁ ଗହଣା କିଣିବାକୁ ମାଡୁଛି ଡର
ହୁହୁ ବଢ଼ି ଚାଲିଛି ସୁନା ଦର। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ବିବାହ, ବ୍ରତ କି ଅନ୍ୟ କୌଣସି ପାରିବାରିକ ଅନୁଷ୍ଠାନ ପାଇଁ ସୁନା ଗହଣା କିଣିବାକୁ ବି ଡରିଲେଣି। ଏପଟେ ବ୍ୟବସାୟୀ କହିଛନ୍ତି, ସୁନାଦର ବୃଦ୍ଧି ଯୋଗୁଁ ବିବାହ ଋତୁ ସତ୍ତ୍ୱେ ଏବେ ମାଡ଼ ଖାଉଛି ବ୍ୟବସାୟ।…