ରାଜଧାନୀରେ କଳା ପଲସର ଆତଙ୍କ: ସୁନା ଚେନ୍ ଛିଡାଇ ନେଇଥିବା ୩ ଲୁଟେରା ଗିରଫ
ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ କଳା ପଲସର ଆତଙ୍କ। ଛିନ୍ତାଇ କରୁଥିବା ୩ ଲୁଟେରା ଗିରଫ। ତିନି ଜଣଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଗିରଫ ତିନି ଲୁଟେରା ଶେଖ ସୋନୁ, ପିଣ୍ଟନ କୁମାର ଦଳାଇ ଓ ସାଜଦ ଖାନ । ସେମାନଙ୍କ ନିକଟରୁ ସୁନା ଚେନ ଓ ଲୁଟରେ ବ୍ୟବହୃତ ବାଇକକୁ ଜବତ କରିଛି ପୋଲିସ…