ମନ୍ଦିର ମରାମତି ବେଳେ ଘଟିଗଲା ଚମତ୍କାର, ମିଳିଲା ଅଧ କିଲୋରୁ ଅଧିକ ଓଜନର ସୁନା
ତାମିଲନାଡୁ ସ୍ଥିତ ଏକ ଶିବ ମନ୍ଦିର ମରାମତି ସମୟରେ ବିପୁଳ ପରିମାଣର ପୁରାତନ ସୁନା ଠାବ ହୋଇଛି । ଯାହାର ଓଜନ ୫୦୦ ଗ୍ରାମରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି । ମିଳିଥିବା ସୁନା ଗୁଡିକୁ ସରକାରଙ୍କୁ ହସ୍ତାନ୍ତରିତ କରାଯାଇଛି । ଯେବେକି ହସ୍ତାନ୍ତରକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ସମେତ…