ଧନତେରସରେ ଏହି ରାଶିର ବ୍ୟକ୍ତି ଭୁଲରେ ମଧ୍ୟ ନିଜ ସାଥୀଙ୍କୁ ଦିଅନ୍ତୁ ନାହିଁ ସୁନାର ଗିଫ୍ଟ
ଯଦି ଏହି ଧନତେରସରେ ଆପଣ ମଧ୍ୟ ନିଜର ପାର୍ଟନରକୁ ଖୁସି କରିବା ପାଇଁ ତାଙ୍କୁ କୌଣସି ସୁନା ଅଳଙ୍କାର ଉପହାର ଦେବାକୁ ପ୍ଲାନ କରୁଛନ୍ତି ତେବେ ଜାଣନ୍ତୁ ଏମିତି କରିବା ଏହି ୪ ରାଶିର ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିପାରେ। ଧନତେରାସ ଦିନ ଲୋକମାନେ ସୁନା ଚାନ୍ଦିରେ ତିଆରି ହୋଇଥିବା ବସ୍ତୁକୁ କିଣିବା…