ଥରେ ଦେଖନ୍ତୁ ଭିଏତନାମରେ ଥିବା ଏହି ‘ଗୋଲ୍ଡ ହୋଟେଲ’, ବାର୍ଥରୁମ୍ ଠାରୁ ଆରମ୍ଭ କରି ସବୁକିଛି ସୁନାରେ ତିଆରି
ବିଶ୍ୱରେ କରୋନାର ପ୍ରକୋପ କମିବାରେ ଲାଗିଛି। ଏହି କରୋନା କାଳ ମଧ୍ୟରେ ହାନୋଇରେ ଏକ ସୁନା ନିର୍ମିତ ହୋଟେଲ ଆରମ୍ଭ ହୋଇଛି, ଯାହାର ଚର୍ଚ୍ଚା ସାରା ବିଶ୍ୱରେ ଚାଲିଛି। ତେବେ ଆସନ୍ତୁ ଜାଣିବା କ’ଣ ଖାସ୍ ରହିଛି ଏହି ସୁନାରେ ତିଆରି ହୋଟେଲରେ।
ଭିଏତନାମରେ ଏହି ସୁନାରେ ନିର୍ମିତ ହୋଟେଲ ଆରମ୍ଭ…