ମହିଳାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା, ଅପରେସନ ପରେ ଡାକ୍ତର ବାହାର କଲେ ଦେଢ଼ କେଜି ଓଜନର ଗହଣା
ପେଟରୁ ବାହାରିଲା ଦେଢ଼ କେଜି ଓଜନର ଗହଣା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ସରକାରୀ ହସପିଟାଲରେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପ୍ରଚାର କରି ବାହାର କରିଛନ୍ତି ୧.୬୮ କିଲୋଗ୍ରାମ ଓଜନର ଗହଣା ଏବଂ ୯୦ଟି କଏନ।
ସୂଚନା ଅନୁଯାୟୀ ଏହି…