ବଡ଼ ଧରଣର ଲୁଟ୍, ୧ କେଜି ସୁନାଗହଣା ଓ ୨ କିଲୋ ରୁପା ଲୁଟିନେଇଛନ୍ତି ଦୁର୍ବୃତ୍ତ
ବାଲେଶ୍ଵର : ହାତ, ଗୋଡ଼ ବାନ୍ଧି ଲୁଟ୍। ୧ କେଜି ସୁନାଗହଣା ଓ ୨ କିଲୋ ରୁପା ଲୁଟିନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ଦହିସଡା ଗାଁରେ ବଡ଼ ଧରଣର ଲୁଟ୍ । ବ୍ୟବସାୟୀ ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ଘରେ ବୁଲାଇଲେ କଳାକନା ।
ବିଳମ୍ବିତ ରାତିରେ ୫ଜଣ ଡକାୟତ ଘରେ ପଶି ପରିବାର…