Browsing Tag

gold looters gang

ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ: ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ଆନନ୍ଦପୁର (କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡରେ ଲୁଟେରା ଆତଙ୍କ । ସିଆପଡାରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ସହ ୧୦ ଭରି ସୁନା, ଲାପଟପ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଗତକାଲି ପ୍ରଶାନ୍ତ ସାହୁଙ୍କ ଘର କବାଟ ତାଡି…

ଭଡାଟିଆ ହୋଇ ରହିଲେ ମିଠା ଖୁଆଇ ଘରେ ବୁଲାଇଲେ କଳାକନା, ଆଖି ପିଛୁଳାକେ ୩୫ଲକ୍ଷ ଟଙ୍କାର ସୁନା ଗହଣା ସହ ୨ଲକ୍ଷ ଟଙ୍କା…

ମାଲକାନଗିରି: ମିଠା ଖୁଆଇ ଲୁଟ୍‌। ସୁନାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ୩୫ଲକ୍ଷ ଟଙ୍କାର ସୁନା ଗହଣା ସହ ୨ଲକ୍ଷ ଟଙ୍କା ଧରି ଛୁ ମାରିଲେ । ମାଲକାନଗିରି ସଦର ମହକୁମା ବିବିଗୁଡ଼ା କଲୋନୀରୁ ଏହି ଲୁଟ୍‌ ହୋଇଛି। ଲୁଟ୍‌ ପାଇଁ ୩ ମାସ ଆଗରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ…

ଲାଲବାଗ ପୋଲିସ୍ ହାତରେ ଛିନତାଇ ଗ୍ୟାଙ୍ଗ, ଲେଡି କିଙ୍ଗପିନ୍ ସହ ୪ଗିରଫ

କଟକ: ଲେଡି କିଙ୍ଗପିନ୍ ଗିରଫ। ଲାଲବାଗ ପୋଲିସ ହାତରେ ଛୀନତାଇ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ୍। ଖାଲି ସେତିକି ନୁହେଁ ଏହି ଗ୍ୟାଙ୍ଗଠାରୁ ପାଖାପାଖି ୧୮ ଗ୍ରାମ ସୁନା ସହିତ ନଗଦ ୧୩ ହଜାର ଟଙ୍କା ଜବତ କରାଯାଇଛି। ଏହାସହିତ ଗୋଟିଏ ବାଇକ, ଏକ ସ୍କୁଟିକୁ ମଧ୍ଯ…