ଦିନ ରାତି ପରିଶ୍ରମ କରି ପାଇଲେ ସ୍ବର୍ଣ୍ଣ ପଦକ, ପୂରା କଲେ ବାପା ମା’ଙ୍କ ସ୍ବପ୍ନ
ପ୍ରତ୍ୟେକ ବାପା ମା’ ଚାହାନ୍ତି ତାଙ୍କ ପିଲା ଭଲ ନମ୍ବର ରଖି ପାସ କରୁ । ଜୀବନରେ ଉନ୍ନତି କରୁ । କିନ୍ତୁ କିଛି ପିଲା ହିଁ ବାପାଙ୍କ ଏଭଳି ସ୍ବପ୍ନକୁ ପୂରା କରନ୍ତି । ସମାନ ଭାବେ ଜଣେ ଛାତ୍ର ନିଜ ବାପା ମା’ଙ୍କ ସ୍ବପ୍ନକୁ ପୂରା କରିଛନ୍ତି । ଇଚ୍ଛା ଶକ୍ତି ଓ ନିଷ୍ଠା ବଳରେ ସେ ଆଜି ଯେଉଁ…