Browsing Tag

gold ornaments looted from 2 teachers in baripada

ସ୍କୁଲରେ ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଠାରୁ ଗହଣା ଲୁଟ୍‌

ମୟୁରଭଞ୍ଜ(କେନ୍ୟୁଜ୍‌) : ସ୍କୁଲରେ ପଶି ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟିନେଲେ ଗହଣା । ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଘଟିଛି ମୟୁରଭ ଜିଲ୍ଲା ବାରିପଦା ସଦର ଥାନା ଅଧୀନ ବାଉରା ପ୍ରାଥମିକ ବିଦ୍ୟାଳୟରେ। ବନ୍ଧୁକ ଓ ଛୁରି ଲଗାଇ ୨ ଜଣ ଶିକ୍ଷୟତ୍ରୀଙ୍କ ଠାରୁ ୨ ଜଣ ଦୁବୁର୍ତ୍ତ…