ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ବିଳମ୍ବ ନ କରି ଜଲଦି ଜାଣନ୍ତୁ ତାଜା ଅପଡେଟ
ସୁନାପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ପ୍ରତିଦିନର ସୁନା ମୂଲ୍ୟରେ ଆଜି ହୋଇଛି ସାମାନ୍ୟ ପରିବର୍ତ୍ତନ। ଗ୍ରାହକ ଯେଉଁମାନେ ଆଜି ଭାବୁଛନ୍ତି ସୁନା କିଣିବାକୁ ସେମାନେ ନିହାତି ଭାବେ ଆଜିର ତାଜା ଅପଡେଟ ଜାଣି ରଖନ୍ତୁ। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ…