ଧନତରେସ୍ରେ ବଢ଼ିଲା ସୁନା କାରବାର, ଗୋଟିଏ ଦିନରେ ସାରା ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାର ଅଳଙ୍କାର ବିକ୍ରି!
ଭୁବନେଶ୍ବର(କେନ୍ୟୁଜ୍): ଧନତରେସ୍ରେ ରାଜ୍ୟରେ ବଢ଼ିଛି ସୁନା କାରବାର । ଗତକାଲି ଗୋଟିଏ ଦିନରେ ସାରା ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଆକଳନ କରାଯାଉଛି । ବିଶ୍ୱାସ ରହିଛି ଧନତେରାସରେ ସୁନା, ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ଜୁଏଲାରୀ ଦୋକାନରେ ଭିଡ଼…