ସୁନା କିଣିବାକୁ ସମସ୍ତଙ୍କର ମନ, ହେଲେ ଦୋକାନକୁ ଯିବା ପୂର୍ବରୁ ଏଠାରେ ଚେକ୍ କରିଦିଅନ୍ତୁ କେତେ ରହିଛି ଦାମ
ସୁନା ଜିନିଷ ପିନ୍ଧିବାକୁ କାହାର ବା ଇଚ୍ଛା ନଥାଏ । ହେଲେ ଏହା ଦାମ୍ ଦିନକୁ ଦିନ ବଢିଚାଲିଛି । ହେଲେ ବି ଲୋକେ ସୁନା କିଣିବାକୁ ପଛାଉନାହାନ୍ତି । ବାହାଘର ହେଉ ଅବା ବ୍ରତଘର କିମ୍ବା ଅନ୍ୟ କୌଣସି ଉତ୍ସବ ସୁନା କିଣି ଉପହାର ଦେବା ଆଜିକାଲି ସାଧାରଣ କଥା ହୋଇଗଲାଣି। ତେଣୁ ଅଳ୍ପେ ବହୁତ ହେଉ…