ମିଳିଲା ଦୁନିଆର ସବୁଠାରୁ ବଡ଼ ସୁନା ଭଣ୍ଡାର, ଦାମ ଜାଣିଲେ ଉଡ଼ିଯିବ ହୋସ୍
ଚାଇନାର ରିପୋର୍ଟ ଅନୁଯାୟୀ କେନ୍ଦ୍ରୀୟ ଚାଇନାରେ ଏକ ଉଚ୍ଚମାନର ସୁନା ଖଣି ରହିଥିବା ବିଷୟରେ ସୂଚନା ମିଳିଛି । ଏହି ଖଣିରେ ପ୍ରାୟ ୧୦୦୦ ମେଟ୍ରିକ୍ ଟନ୍ (୧,୧୦୦ ଆମେରିକୀୟ ଟନ୍) ସୁନା ରହିଥିବା ନେଇ ଆକଳନ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୬୦୦ ବିଲିୟନ ୟୁଆନ୍ (୮୩ ବିଲିୟନ ଆମେରିକୀୟ ଡଲାର)…