Browsing Tag

gold seized

ପୁଣି ଭୁବନେଶ୍ୱରରୁ ୨.୫ କୋଟି ଟଙ୍କାର ସୁନା ଜବତ କରିଛି ଆୟକର ବିଭାଗ

ଭୁବନେଶ୍ୱର (କେନ୍ୟୁଜ୍‌): ପୁଣି ଭୁବନେଶ୍ୱରରୁ ବିପୁଳ ପରିମାଣରେ ସୁନା ଜବତ । ୩.୮କେଜି ସୁନା ଜବତ କରିଛି ଆୟକର ବିଭାଗ । ଏହି ସୁନାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ। ଭୁବନେଶ୍ୱରର ଜନପଥରେ ଥିବା ଏକ ସୁନା ଦୋକାନର ମ୍ୟାନେଜର ସୁନା ନେଇ ଆସୁଥିବା ବେଳେ ବିମାନ ବନ୍ଦରରେ ଜବତ କଲା ଆୟକର…

ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୬ କୋଟିରୁ ଅଧିକ ମୂଲ୍ୟର ସୁନା, ତିନି ତସ୍କର ଗିରଫ

ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ମୁମ୍ବାଇ ବିମାନବନ୍ଦରରୁ ପାଖାପାଖି ୧୦ କିଲୋଗ୍ରାମରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ, ମୁମ୍ବାଇ କଷ୍ଟମ ଜୋନ୍ ୪ ଦିନରେ ୬.୩୦ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି । ଏହି ଘଟଣାରେ ୩ ଜଣ ତସ୍କରଙ୍କୁ ମଧ୍ୟ…

DRI କୁ ବଡ଼ ସଫଳତା, ୯ କେଜି ସୁନା ଜବତ

କଟକ : DRI କୁ ମିଳିଛି ବଡ଼ ସଫଳତା । କୋଲକାତାରୁ ସୁନା ଚାଲାଣ ବେଳେ ଅଭିଯୁକ୍ତଙ୍କୁ ମାଡ଼ି ବସିଲା DRI । କୋଲକାତାରୁ କାରରେ ୯ କେଜି ୧୮୦ ଗ୍ରାମ ସୁନା ଚୋରା ଚାଲାଣ ହେଉଥିଲା। ମଙ୍ଗୁଳି ଟୋଲ ପ୍ଲାଜାରେ ଗାଡ଼ିକୁ ଅଟକାଇ ସୁନା ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି DRI। ଜବତ ସୁନାର ମୂଲ୍ୟ ୬…

ବିମାନ ଟଏଲେଟରୁ ୨ କୋଟିର ସୁନା ଜବତ

ନୂଆଦିଲ୍ଲୀ : ବିମାନ ଟଏଲେଟରୁ ଜବତ ହୋଇଛି ୨ କୋଟିର ସୁନା। ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜବତ ହୋଇଛି ସୁନା। ଏକ ଅନ୍ତର୍ଜାତୀୟ ବିମାନର ଟଏଲେଟ୍ରୁ ପ୍ରାୟ ୨ କୋଟି ଟଙ୍କାର ଗୋଲ୍ଡ ବାର ଜବତ ହୋଇଛି। ଟଏଲେଟ୍ ଭିତରେ ଏକ ଗ୍ରେ ପାଉଚ୍ରେ ସୁନାର ୪ଟି ବାର ରଖାଯାଇଥିଲା।…

ଚଞ୍ଚକତା କରି ୬୦ଗ୍ରାମ୍‌ର ସୁନା ଚୋରି କରି ନେଉଥିଲେ ୨ମହିଳା ଓ ଜଣେ ଯୁବକ, ଧରିଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ସୁନା ଦୋକାନରୁ ଚୋରି କରି ୩ ଗିରଫ । ସମ୍ବଲପୁର ଜିଲ୍ଲା ଧନୁପାଲି ଛକ ନିକଟସ୍ଥ ଏକ ସୁନା ଦୋକାନରୁ ଚୋରି କରୁଥିବା ବେଳେ ଦୁଇ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଦୋକାନରେ ଗ୍ରାହକ ନଥିବା ବେଳେ ସୁନା କିଣିବା ପାଇଁ ପଶିଥିଲେ । ଗିରଫ ୨ ମହିଳା ଅତି ଚଞ୍ଚକତା…

ଭୁବନେଶ୍ୱର ରେଲୱେ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସରୁ ଜବତ ହେଲା ୧୨ କୋଟିର ସୁନା, ୪ ଅଭିଯୁକ୍ତ ଅଟକ

ଭୁବନେଶ୍ୱର(କେନ୍ଯୁଜ୍): ୧୨ କୋଟିର ସୁନା ଜବତ। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଜବତ ହେଲା ୩୨କେଜିରୁ ଅଧିକ ସୁନା। ସୁନା ଅଳଙ୍କାର ଗୁଡିକ ମୁମ୍ବାଇରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଆସୁଥିବାବେଳେ GRP ହାତରେ ଧରା ପଡିଥିଲା। ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। କୋଣାର୍କ ଏକ୍ସପ୍ରେସରେ…

ଅଟୋରୁ ବିପୁଳ ପରିମାଣର ସୁନା ସହ ୫ କେଜି ରଙ୍ଗ ଜବତ, ୨ଗିରଫ

ପୁରୀ(କେନ୍ଯୁଜ୍): ଅଟୋରୁ ବିପୁଳ ପରିମାଣର ସୁନା ସହ ୫ କେଜି ରଙ୍ଗ ଜବତ କରିଛି ପୁରୀ ପୋଲିସ । ଏହି ଘଟଣାରେ ବାସେଳୀସାହି ଥାନା ଜଗନ୍ନାଥ ବସ୍ତିର ରମେଶ ବେହେରା ଓ ଲୋକନାଥ ରୋଡର ମହେନ୍ଦ୍ର ଦେଓଙ୍କୁ ଗିରଫ କରାଯାଇଛି । ଗଡ଼ିଶାଗୋଦା ଥାନା ପାଟଯୋଶୀପୁରର ପ୍ରଭାତ କୁମାର ଦାସଙ୍କ ଜୁଏଲାରୀ…

କଟକରୁ ଦୁଇ କେଜି ସୁନା ସହିତ ୨ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

କଟକ(କେନ୍ଯୁଜ୍): କଟକରେ ବେଆଇନ ସୁନା କାରବାର ଠାବ କରିଛି କମିଶନରେଟ୍‌ ପୋଲିସ୍। ଦୁଇ କେଜି ସୁନା ଜବତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇଛନ୍ତି। ପଞ୍ଜାବରୁ ସୁନା ଆଣି ଟିକସ ଫାଙ୍କି କଟକରେ ବିକ୍ରି କରୁଥିଲେ। ମାଲଗୋଦାମ ଥାନା ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ଏନେଇ ସାମ୍ବାଦିକ…

ବ୍ରହ୍ମପୁର: କାରରୁ ଜବତ ହେଲା ୬ କେଜି ସୁନା ଓ ୪ ଶହ କେଜି ରୂପା, ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ପୋଲିସକୁ  ମିଳିଛି ଏକ ବଡ଼ ସଫଳତା  । ତାମିଲନାଡୁରୁ ସୁନା ଓ ରୂପା ଅଳଙ୍କାର ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି  । ଆଜି ସଂଧ୍ୟାରେ ସହରର ଅନ୍ଧପସରା ରୋଡରେ ପୋଲିସ ହାବୁଡରେ ପଡିଛନ୍ତି  ତିନି ଜଣ ସୁନା ବ୍ୟବସାୟୀ  । ଏମାନଙ୍କଠାରୁ ୬ କେଜି ୭୭୦ ଗ୍ରାମ…

ବିମାନ ବନ୍ଦରରୁ ଜବତ ହେଲା  ୪୦୦ ଗ୍ରାମର ସୁନା, ଜଣେ ଅଟକ

କେନ୍ୟୁଜ୍(ବ୍ୟୁରୋ):  ବିମାନ ବନ୍ଦରୁ ଜବତ ହେଲା  ୪୦୦ ଗ୍ରାମର ସୁନା। ଜଣେ ଯାତ୍ରୀଙ୍କ ପାଖରୁ ଏହି ସୁନା ଜବତ ହୋଇଛି। ଚେନ୍ନାଇ ଫେରୁଥିବା  ଏ ଜୈନୁଲବାଦିନ ନାମକ ଜଣେ ଯାତ୍ରୀ ଏହି ସୁନା ନେଇ ଯାଉଥିବାର ଖବର ପାଇଥିଲା ପୋଲିସ। ବିମାନବନ୍ଦରରେ ଲାଗିଥିବା ସ୍କାନର ଦେଇ ଯାଉଥିବା ବେଳେ ଧାତବ…

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା, କ୍ୱାଲାଲୁମ୍ପୁରରୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଛି…

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ଭୁବନେଶ୍ୱର ବିମାନବନ୍ଦରରେ କ୍ୱାଲାଲୁମ୍ପୁରରୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଛି ସୁନା। ୪୮ଟି ସୁନା ଖଣ୍ଡକୁ ଏହି ବ୍ୟକ୍ତିଜଣଙ୍କ କ୍ୱାଲାଲୁମ୍ପୁରରୁ ଭୁବନେଶ୍ୱର ଆସୁଥିବାବେଳେ କଷ୍ଟମ ବିଭାଗ ଏହି ସୁନା…

ରାୟଗଡା ବିଷମ କଟକ ପୋଲିସ ପକ୍ଷରୁ ସୁନା ବିସ୍କୁଟ ଜବତ, ଜଣେ ଗିରଫ

ରାୟଗଡା : ୨୪ କ୍ୟାରେଟ ସୁନା ବିସ୍କୁଟ ଜବତ। ରାୟଗଡା ବିଷମ କଟକ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ ୧୦୦ ଗ୍ରାମ ଓଜନର ୨୪ କ୍ୟାରେଟ ସୁନା ବିସ୍କୁଟ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି।