Browsing Tag

gold theft

ମେଡିକାଲ ଯାଇଥିବା ବେଳେ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଝିଅ ବାହାଘର ଅଳଙ୍କାର

କଟକ ବଡ଼ ମେଡିକାଲ ଯାଇଥିଲା ବେଳେ ଘରେ କଳା କନା ବୁଲାଇ ଦେଲେ ଦୁର୍ବୃତ୍ତ।  ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାରକୁ ନେଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ବାଲିପାଟଣା ଗାଁରେ । ଏହି ଗ୍ରାମର ରମାକାନ୍ତ ନାୟକ ଗତକାଲି ନିଜ ଦେହ ଅସୁସ୍ଥ…

ଚୋରି ଅଭିଯୋଗରେ ଜାତୀୟ ସ୍ତରର ସ୍ନୁକର ଖେଳାଳି ଗିରଫ, ଜବତ ହେଲା ୧୭ ଲକ୍ଷ ଟଙ୍କାର ସୁନା

ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି ଜାତୀୟ ସ୍ତରର ସ୍ନୁକର ଖେଳାଳି। ବୁଧବାର ଗୋଆ ପୋଲିସ ଅଭିଯୁକ୍ତ ସ୍ନୁକର ଖେଳାଳି ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ଖେଳାଳି ନିକଟରେ ଅନୁଷ୍ଠିତ ଏକ ଜାତୀୟ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗିରଫ…

ସିମୁଳିଆରେ ସିରିଜ୍ ଚୋରି, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ସିରିଜ୍ ଚୋରି। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ସିମୁଳିଆ ଥାନା ରଶୁଣା ଗାଁର ରବିନ୍ଦ୍ର ନାଥ, ପ୍ରଫୁଲ୍ଲ ଦାସ ଓ ନିରଞ୍ଜନ ବିନ୍ଧା ଗାଁର ଜଗବନ୍ଧୁ ରାଉଳ ଏବଂ ବୃନ୍ଦାବନ ଜେନାଙ୍କ ଘରେ କଳାକନା ବୁଲାଇଛନ୍ତି। ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବାବେଳେ…

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ପଞ୍ଚୁବରାହୀ ମନ୍ଦିରରୁ ଚୋରି

ଠାକୁରଙ୍କୁ ବି ଛାଡ଼ିଲେନି । ମଣିଷଙ୍କୁ ତ ଲୁଟୁଥିଲେ ଏବେ ଭଗବାନଙ୍କୁ ବି ଲୁଟିବାକୁ ପଛାଇଲେନି । ରାତିରେ କଳାକନା ବୁଲାଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଚୋରେଇ ନେଲେ ଦୁବୃର୍ତ୍ତ । ଅଳଙ୍କାର ସହ ହୁଣ୍ଡିର ଟଙ୍କାକୁ ବି ଚୋରେଇ ନେଇଛନ୍ତି । ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ…

ଘରେ କେହି ନଥିବାର ସୁଯୋଗ ନେଇ ନଗଦ ୯ ଲକ୍ଷ ଟଙ୍କା ସହ ୭ଶହ ୮୦ ଗ୍ରାମ୍‌ ସୁନା ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା(କେନ୍ୟୁଜ) : ବଡ ଧରଣର ଡକାୟତି। ଘରେ କେହି ନଥିବାର ସୁଯୋଗ ନେଇ ନଗଦ ୯ ଲକ୍ଷ ଟଙ୍କା ସହ ୭ଶହ ୮୦ ଗ୍ରାମ୍‌ ସୁନା ଲୁଟିନେଲେ ଦୁର୍ବୃତ୍ତ। ରାୟଗଡ଼ା ସହର ବ୍ୟାଙ୍କ କଲୋନୀ କେନ୍ତାଲି ସାଇ ଶ୍ରୀନିବାସ ରାଓଙ୍କ ଘରେ ବଡ ଧରଣର ଡକାୟତି ହୋଇଛି। ଗତ ତିନି ଦିନ ହେବ ଘରର ସମସ୍ତ ସଦସ୍ୟ ଘରେ…

କୋରାପୁଟ: ଲକ୍ଷ୍ମୀପୁର SBIରୁ ୧ କେଜି ୬ଶହ ଗ୍ରାମ ସୁନା ଚୋରି ଅଭିଯୋଗ, ବ୍ୟାଙ୍କ କର୍ମଚାରୀଙ୍କ ସହ ଦୁର୍ବୃତ୍ତଙ୍କ ହାତ…

କୋରାପୁଟ(କେନ୍ୟୁଜ୍): ବ୍ୟାଙ୍କ୍‌ ଲକରରୁ ୧ କେଜି ୬ଶହ ଗ୍ରାମ ସୁନା ଚୋରି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟ ବ୍ୟାଙ୍କରୁ। ବ୍ୟାଙ୍କ ଲକରକୁ ପ୍ରାୟ ୮୦ ଲକ୍ଷ ଟଙ୍କାର ସୁନା ଚୋରି ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ବ୍ୟାଙ୍କ କର୍ମଚାରୀଙ୍କ…

ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଅଭିନବ ଉପାୟରେ ଧରିଲା ପୋଲିସ୍

ପଟ୍ଟାମୁଣ୍ଡାଇ: ଅଭିନବ ଉପାୟରେ ଚୋର ଧରିଲା ପୋଲିସ୍ ।ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଧରିଛି ପୋଲିସ୍। ସଂପୃକ୍ତ ଯୁବକକୁ ଥାନାରେ ଚାକିରି କରାଇଦେବାକୁ କହି ଯୁବକର ଶାରୀରିକ ପରୀକ୍ଷା କରାଇଥିଲା । ଏହାର ଭିଡିଓ କରି ଚୋରି ବେଳର…