Odisha News
Browsing Tag

gold

ଭାରତର ଏହି ସ୍ଥାନରେ ପୋତି ହୋଇ ରହିଛି ୩୦୦୦ ଟନ୍‌ ସୁନା, ଖୁବ୍‌ ଶୀଘ୍ର ଆରମ୍ଭ ହେବ ଖନନ କାର୍ଯ୍ୟ

ମାଟି ଖୋଳୁ ଖୋଳୁ ମିଳିଲା ୩ ହଜାର ଟନ୍‌ ସୁନା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଉତ୍ତର ପ୍ରଦେଶର ସୋନଭଦ୍ରରେ ତିନି ହଜାର ଟନ୍‌ ସୁନା ମିଳିଛି। ଏହି ସୁନା ମାଟି ତଳେ ପୋତି ହୋଇ ରହିଥିଲା। ରାଜ୍ୟ ଖଣି ବିଭାଗକୁ ଏନେଇ ସୂଚନା ମିଳିବା ପରେ ଖନନ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି…

ସୁନା ବଦଳାଏ ଆପଣଙ୍କ ଭାଗ୍ୟ ଆଣିଥାଏ ଶୁଭ ସଂକେତ, ଜାଣନ୍ତୁ କିପରି

ଆପଣ ଦେଖିଥିବେ ଯେ ଅଧିକାଂଶ ମହିଳା ଏବଂ ପୁରୁଷଙ୍କୁ ସୁନା ଅଳଙ୍କରା ପିନ୍ଧିଥିବାର ଦେଖିଥିବେ। ଯାହା ସେମାନଙ୍କୁ ଆକର୍ଷକ କରିଥାଏ । କିନ୍ତୁ କଣ ଆପଣ ଜାଣନ୍ତି ସୁନାର ମହତ୍ତ୍ୱ ବାସ୍ତୁ ଶାସ୍ତ୍ରରେ ବହୁତ ରହିଛି। ଏହାକୁ ପିନ୍ଧିବା ଦ୍ୱାରା ଜୀବନରେ ଶୁଭ ସଂକେତ ଆଣିଥାଏ। ଆଜି ଆମେ ଆପଣଙ୍କୁ…

ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ୧୪କୋଟି ଟଙ୍କାର ସୁନା ଦାନ କଲେ ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ, ନିଜ ପରିଚୟ ଗୋପନ…

ମୁମ୍ବାଇ:  ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ୩୫କିଗ୍ରା ସୁନା ଭେଟି। ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି। ସୁନାର ଆନୁମାନିକ ଦର ପ୍ରାୟ ୧୪କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ସୁନାରେ ସିଦ୍ଧିବିନାୟକଙ୍କ ଆସ୍ଥାନ, ମନ୍ଦିରର କବାଟ, ବିଭିନ୍ନ ଖମ୍ବକୁ ସୁନାର…

୧ ଜାନୁଆରୀରୁ ୧୦ ଗ୍ରାମ ସୁନା ମାଗଣାରେ ଦେବେ ବିଜେପି ସରକାର, ଜାଣନ୍ତୁ କିପରି ପାଇବେ ଏହାର ଲାଭ

ନୂଆବର୍ଷରେ ବୋହୂ ହେବାର ଝିଅମାନଙ୍କ ପାଇଁ ଖୁସିଖବର। କନ୍ୟାଙ୍କୁ ସରକାରଙ୍କ ତରଫରୁ ୧୦ ଗ୍ରାମ ସୁନା ଉପହାର ସ୍ୱରୂପ ଦିଆଯିବ। ସୂଚନା ମୁତାବକ ଏହି ସ୍କିମ୍‌ ୧ ଜାନୁଆରୀ ୨୦୨୦ରୁ ଲାଗୁ ହେବ। ଏହି ଯୋଜନାର ଲାଭ ଉଠାଇବା ପାଇଁ କିଛି ସର୍ତ ମଧ୍ୟ ରଖାଯାଇଛି। ସୂଚନା ମୁତାବକ ଆସାମ ସରକାର ୧…

ବିଶ୍ୱର ଏମିତି ଏକ ନଦୀ, ଯେଉଁଠି ପାଣି ସହ ଭାସିଥାଏ ସୁନା

ସୁନା ପ୍ରତି ପ୍ରାୟ ସମସ୍ତଙ୍କର ଆକୃଷ୍ଟତା ଥାଏ । ନିଜ ସଞ୍ଚିତ ଅର୍ଥରେ କେମିତି ଅଧିକ ରୁ ଅଧିକ ସୁନା କିଣିବେ ଏଥିପାଇଁ ପ୍ରାୟ ସମସ୍ତେ ଚେଷ୍ଟା କରିଥାନ୍ତି ।କାରଣ କୌଣସି ବିପଦ ସମୟରେ ସୁନା ହିଁ କାମରେ ଆସିଥାଏ । କିନ୍ତୁ ଆପଣ ଯଦି କୌଣସି ନଦୀରେ ସୁନା ଭାସୁଥିବା କଥା ଶୁଣିବେ ତେବେ ନିହାତି…

ବିବାହ ପାଇଁ ପ୍ଲାନିଂ କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର, ଝିଅକୁ ସୁନା ଉପହାର ଦେବେ ସରକାର

ଗରିବ ହୁଅନ୍ତୁ କିମ୍ବା ଧନୀ ପ୍ରତ୍ୟେକ ପରିବାରର ପିତା-ମାତାଙ୍କର ଝିଅର ବିବାହ ଚିନ୍ତା ରହିଥାଏ। ସବୁ ପିତା-ମାତା ଚାହିଁଥାନ୍ତି ତାଙ୍କ ଝିଅ ଠିକ୍ ସମୟରେ ଠିକ୍ ଜୀବନସାଥୀଙ୍କ ସହ ବିବାହ କରନ୍ତୁ। ଲୋକମାନେ ନିଜ ଝିଅକୁ କନ୍ୟାଦାନ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। କେବଳ ଏତିକି ନୁହେଁ ଅନେକ…

ଜୁଏଲାରୀ ଦୋକାନୀଙ୍କ ଅଜବ ସୌକ୍‌, ସୁନାର ଟଏଲେଟ୍‌ରେ ଲଗାଇଲେ ୪୦ହଜାରରୁ ଅଧିକ ହୀରା

ହଂକଂରେ ଏକ ଜୁଏଲାରୀରେ ତିଆରି ହୋଇଥିବା ସୁନାର ଟଏଲେଟ୍‌ ସୋସିଆଲ୍‌ ମିଡିଆରେ ଆକର୍ଷିତ ହେବାରେ ଲାଗିଛି। ସବୁଠାରୁ ଖାସ୍‌ କଥା ହେଉଛି ଏହି ସୁନାର ଟଏଲେଟ୍‌ରେ ହୀରା ମଧ୍ୟ ଲଗାଯାଇଛି। ଏହି ସୁନା ଟଏଲେଟ୍‌ ର ମୂଲ୍ୟ ୧୨୦ ଲକ୍ଷ ବା ୧.୩ ମିଲିୟନ ଡଲାର। ବୁଲେଟପ୍ରୁଫ୍‌ ଗ୍ଲାସରେ ତିଆରି ହୋଇଥିବା…

ମାତ୍ର ୩୨ ମିନିଟ୍‌ରେ ବୋହିନେଇଗଲେ ୧୦୦ କିଲୋ ସୁନା ଏବଂ ୬୦୦ କିଲୋ ରୂପା

ଦୀପାବଳି ପରଦିନ ଅର୍ଥାତ୍‌ ସୋମବାର ଦିନ ମାତ୍ର ୩୨ ମିନିଟରେ ଉଭାନ ହୋଇଗଲା ୧୦୦ କିଲୋ ସୁନା ଏବଂ ୬୦୦ କିଲୋ ରୂପା। ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହାକୁ କେହି ଚୋରି କରିନାହାନ୍ତି କି ଗାଏବ ହୋଇନାହିଁ। ଏହାକୁ ଲୋକେ କିଣି ନେଇଛନ୍ତି। ଦୀପାବଳି ପରଦିନ ମୁହୂର୍ତ୍ତ ଟ୍ରେଡିଂର…

ସୁନା ଦର ଟିକେ କମିଛି, ହେଲେ ଗ୍ରାହକ ସନ୍ତୁଷ୍ଟ ନୁହନ୍ତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ସୁନା ଦର ଗତକାଲି ତୁଳନାରେ କିଛି କମିଛି । ହେଲେ ଏହି କମିବାଟାକୁ ହୁଏତ ଗ୍ରାହକ ପସନ୍ଦ ନକରି ପାରନ୍ତି । କାରଣ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୪୦ ଟଙ୍କା ଓ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌କୁ ୫୦ ଟଙ୍କା କମିଛି । ଗତକାଲି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ…

ଦେଶରେ ହଲମାର୍କ ସୁନା ହେବ ବାଧ୍ୟତାମୂଳକ, ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ବହୁତ ଜଲଦି ପୁରା ଦେଶରେ ସୁନାର ହଲମାର୍କ ବାଧ୍ୟତା ମୂଳକ ହୋଇଯିବ। ବାଣିଜ୍ୟ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ସହ ଏଥିପାଇଁ ସୂଚନା ଜାରି କରାଯିବ କଥା କହିଛନ୍ତି। ଏହି ସୂଚନା ଜାରି ହେବା ପୂର୍ବରୁ ବିଶ୍ୱ ବ୍ୟାପାର ସଂଗଠନରୁ ଏହାର ମଞ୍ଜୁରୀ ଦିଆଯିବ। ଗତ ଶୁକ୍ରବାର ଦିନ ମନ୍ତ୍ରୀ…

କେବଳ ଅଳଙ୍କାର ନୁହେଁ, କ୍ୟାନସରଠୁ ଆର୍ଥରାଇଟିସ୍‌ ପର୍ଯ୍ୟନ୍ତ ରୋଗ ଭଲ କରେ ସୁନା

ସୁନା ଏକ ଏଭଳି ଅମୂଲ୍ୟ ଧାତୁ ଯାହା ସବୁକାମରେ ଆସିଥାଏ। ସାଧାରଣତଃ ଲୋକଙ୍କ ଧାରଣା ଥାଏ ଯେ ସୁନାକୁ କେବଳ ଗହଣା ଭାବେ ପିନ୍ଧାଯାଇପାରିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। କେବଳ ଶରୀରର ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ନୁହେଁ ସୁନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କେତେକ ରୋଗର…

ବଜେଟ୍ ବଢାଇଲା ମୂଲ୍ୟ, ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଛି । ସେହିପରି ଦିଲ୍ଲୀରେ ସୁନା ଦର ପାଖାପାଖି ୩୬ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି…