Browsing Tag

gold

ନଳକୂପରୁ ବାହାରୁଛି ସୁନାଗୁଣ୍ଡ ! ଏବେ ଜୋରଦାର ଚର୍ଚ୍ଚା

ପାଟଣାଗଡ(କେନ୍ୟୁଜ): ନଳକୂପରୁ ବାହାରୁଛି ସୁନା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ନାନ୍ଦୁପଲା ଗାଁରେ ସୁନା ଖଣି ଥିବା ନେଇ ଏବେ ଚର୍ଚ୍ଚା । ଚାଷ ଜମିରେ ଖୋଳାଯାଇଥିବା ନଳକୂପରୁ ସୁନା ବାହାରୁଥିବା ଚର୍ଚ୍ଚା ଚାଲିଛି । ଗତ ୨ ଦିନ ପୂର୍ବରୁ ଗାଁର ମୋହବତ…

ଯୁବତୀଙ୍କ ଇନରେଓ୍ଵରରୁ ଜବତ ହେଲା ୧ କୋଟି ଟଙ୍କାର ସୁନା, କୋଝିକୋଡ ଏୟାରପୋର୍ଟରେ ଗରିଫ

ତିରୁଓ୍ଵନନ୍ତପୁରମ୍‌ : କେରଳ କୋଝିକୋଡ ବିମାନ ବନ୍ଦର ବାହାରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀଙ୍କ ଇନରେଓ୍ଵରରୁ ୧ କୋଟି ଟଙ୍କାର ସୁନା ଜବତ ହୋଇଛି । ଯୁବତୀ ତାଙ୍କ ଇନରେଓ୍ଵରରେ ଏହି ସୁନା ଲୁଚାଇ ରଖିଥିବା ବେଳେ ଏକ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ମଲପୁରମ ପୋଲିସ ଯୁବତୀଙ୍କୁ ଅଟକ ରଖିଛି ।…

ମୁମ୍ବାଇ ଏୟାରପୋର୍ଟରୁ ଜବତ ହେଲା ୬୧ କେଜିର ସୁନା, ମୂଲ୍ୟ ୩୨ କୋଟିରୁ ଉର୍ଦ୍ଧ୍ବ; ୭ ଗିରଫ

ନୂଆଦିଲ୍ଲୀ : ଗୋଟିଏ ଦିନରେ ୬୧ କିଲୋ ସୁନା ଜବତ କଲା ମୁମ୍ବାଇ ଏୟାର ପୋର୍ଟ କଷ୍ଟମସ୍‌ । ଯାହାର ଆନୁମାନିକ ମୂଲ୍ୟ ୩୨ କୋଟିରୁ ଉର୍ଦ୍ଧ୍ୱ ହେବ । ଏଥିରେ ୭ ଜଣଙ୍କୁ ଗିରଫ କବିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଚୋରା ଚାଲାଣକାରିଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି ।…

ଧନତେରସରେ କିଣନ୍ତୁ ଏହି ଜିନିଷ, ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ଧନରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ମାସରେ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ। ତେବେ ଚଳିତ ବର୍ଷ ୨୩ ଅକ୍ଟୋବରରେ ଧନତେରସ ପାଳନ କରାଯିବ। ଏହା ଧନ ତ୍ରୟୋଦଶୀ ବା ଧନୱନନ୍ତରୀ ଜୟନ୍ତୀ ଭାବରେ ମଧ୍ୟ ଜଣାଶୁଣା। ପୌରାଣିକ ବିଶ୍ଵାସ ଅନୁଯାୟୀ, ଏହି ଦିନ ଭଗବାନ…

ନିଅଁ ଖୋଳିବା ବେଳେ ମିଳିଲା କୋଟି କୋଟି ଟଙ୍କାର ସୁନା ଗହଣା, ନିଜ ନିଜ ଭିତରେ ବାଣ୍ଟି ନେଇଯାଇଥିଲେ ୮ ଶ୍ରମିକ; କିନ୍ତୁ…

ମଧ୍ୟ ପ୍ରଦେଶ: ସାଧାରଣତଃ ପୁରୁଣା କୋଠା ଓ ଅଟ୍ଟାଳିକାକୁ ଖନନ କରିବା ବେଳେ ସୁନା, ଚାନ୍ଦି ଓ ପ୍ରାଚୀନ ମୁଦ୍ରା ମିଳିଥାଏ। କିନ୍ତୁ ଏବେ ଏକ ଘର ନିର୍ମାଣ ବେଳେ ମାଟି ଖୋଳିବା ବେଳେ ସୁନାର ଅଳଙ୍କାର ଓ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରାଚୀନ ମୁଦ୍ରା ମିଳିଛି। ଖନନ କରୁଥିବା ଶ୍ରମିକମାନେ ଏହି…

ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, କିଛି କିଛି ସ୍ଥାନରେ କମିଛି ମୂଲ୍ୟ

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି। ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୪୭, ୩୦୦ ଟଙ୍କା ରହିଛି ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୧, ୬୦୦ ଟଙ୍କା। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍…

ଘରେ କେହି ନଥିବା ବେଳେ ତାଲା ଭାଙ୍ଗିଲେ ଦୁର୍ବୃତ୍ତ: ଲୁଟି ନେଲେ ୩୦ ଭରି ସୁନା ଓ ୨ କିଲୋ ରୁପା ସହ ଟଙ୍କା

ରାୟଗଡା (କେନ୍ୟୁଜ): ରାୟଗଡ଼ା ସହର କସ୍ତୁରୀ ନଗର ଅଷ୍ଟମ ଲାଇନରେ ରହୁଥିବା ପିତବାସ ସାହୁଙ୍କ ଘରୁ ସୋମବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଘରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ୩୦ ଭରି ସୁନା, ୨ କେଜି ରୂପା ସହ ନଗଦ ୩୦ ହଜାର ଟଙ୍କା ଓ ଅନ୍ୟାନ୍ୟ…

ଏହି ରାଜାଙ୍କ ସଉକ ଦେଖିଲେ ଆଖି ଟେରା ହୋଇଯିବ,ଜାଣନ୍ତୁ ବୃନେଇ ରାଜାଙ୍କ ସୁନା ଗାଡ଼ି ଆଉ ବିଶାଳ ପ୍ରାସାଦ…

୭୦୦୦ ହଜାର ଗାଡ଼ିର ମାଲିକ। ତାଙ୍କ ଗାଡ଼ି ଭିତରେ କୋଟି କୋଟି ଟଙ୍କାର ୫୦୦ Rolls Royce କାର୍ ଅଛି। ତା ସହ ମର୍ଶିଡିଜ୍, Lamborghini, Bugatti ର କଲେକ୍ସନ ଆଖି ଝଲସାଇ ଦେବ। ଏହି ଗାଡ଼ି ଭିତରୁ ଶହ ଶହ କାର ଏମିତି ଅଛି ଯାହା କେବଳ ରାଜାଙ୍କ ପାଇଁ ଡିଜାଇନ୍ କରିଛି କମ୍ପାନୀ। ଯାହାର…

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ, ୬୭ କିଲୋ ବର୍ଗରେ ଜେରେମି ଲାଲରିନୁଙ୍ଗାଙ୍କୁ ଗୋଲ୍ଡ ମେଡାଲ

ବର୍ମିଂହାମ୍‌ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ୬୭ କେଜି ଭାରୋତ୍ତୋଳନରେ ୩୦୦ କେଜି ଉଠାଇ ଜେରେମି ଲାଲରିନୁଙ୍ଗା ପଦକ ଜିତିଛନ୍ତି। ମିଜୋରାମ୍‌ର ୧୯ ବର୍ଷର ଜେରେମି ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଆଉ ଏକ ସୁନାମ। ଏହି ବିଜୟ ପରେ ଭାରତର ପଦକ ସଂଖ୍ୟା…

ଘରେ କେତେ ଟଙ୍କା ରଖିଲେ ଭିଜିଲାନ୍ସ ଧରିବନି ? କେତେ ରଖିପାରିବେ ଟଙ୍କା ଓ ସୁନା ?

ପଶ୍ଚିମବଙ୍ଗରେ ପୂର୍ବରୁ ରହିଆସିଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଅତି ନିକଟତର କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ଏବେ ଏବେ ୫୦କୋଟିରୁ ଅଧିକ କ୍ୟାସ ଓ ୫କେଜି ପାଖାପାଖି ସୁନା ଜବତ ହୋଇଛି । ଯେଉଁଥିପାଇଁ ଏକ ବଡ ଘୋଟାଲା ସାମନାକୁ ଆସିଛି । ଆଉ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ…

କୁନି ପିଲାର ରୟାଲ ଲାଇଫ୍‌ଷ୍ଟାଇଲ: ଗାଧାଏ କ୍ଷୀର ମହୁରେ, ଖେଳେ ସୁନା ଖେଳନାରେ

ଏବେ ସୁନାର ଦାମ୍‌ ଯାହା ହେଲାଣି ଲୋକମାନେ ବିବାହ ବ୍ରତରେ ବି ସୁନା ଗହଣା ତିଆରି କରିବା ବେଳକୁ ଚିନ୍ତାରେ ପଡ଼ୁଛନ୍ତି। କିନ୍ତୁ ବ୍ରିଟେନ୍‌ରେ ଏକ ଏମିତି ପିଲା ଅଛି, ଯାହାର ସବୁ ଜିନିଷ କେବଳ ସୁନାରେ ତିଆରି ହୋଇଛି। ଏହି ପିଲାଟି ଛୋଟ ଛୁଆମାନେ ବ୍ୟବହାର କରୁଥିବା ଖେଳନା ଠାରୁ ଆରମ୍ଭ କରି…

ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଆଜିର ସୁନା ଓ ରୁପା ଦର

ପ୍ରତ୍ୟେକ ଦିନ ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…