Browsing Tag

good and bad luck

ଜାଣନ୍ତୁ ଧନତେରସ୍‌ରେ କ’ଣ କିଣିବେ, କ’ଣ କିଣିବେ ନାହିଁ; ଦୁର୍ଭାଗ୍ୟକୁ ଡାକି ଆଣିଥାଏ ଏହି ଜିନିଷର କ୍ରୟ

କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଛି। ଏଥି ସହିତ ଘରେ ଘରେ ଦୀପାବଳିର ପ୍ରସ୍ତୁତି ମଧ୍ୟ ଜୋର୍‌ସୋରରେ ଆରମ୍ଭ ହୋଇ ଗଲାଣି। ଲୋକେ ନିଜ ନିଜ ଘରକୁ ସଫାସୁତରା କରିବା ସହିତ ଶପିଙ୍ଗ୍‌ ମଧ୍ୟ ଆରମ୍ଭ କରି ଦେଲେଣି। ଖାସ୍‌ କରି ଧନତେରସ୍‌ ପାଇଁ କ’ଣ ସବୁ କିଣାକିଣି କରିବେ, ତାକୁ ନେଇ ଏବେଠୁ ଯୋଜନା…

କାମ ପୂର୍ବରୁ ଛିଙ୍କିବା ହୋଇଥାଏ ଆପଣଙ୍କ ପାଇଁ ଲାଭ, ଜାଣନ୍ତୁ ଶୁଭ ଏବଂ ଅଶୁଭକୁ ନେଇ ଏହି ୫ ଖାସ କଥା

ସବୁ ମଣିଷଙ୍କୁ ଜୀବନରେ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଅନେକ ସମସ୍ୟା ଏବଂ କଠିନତାକୁ ପୂର୍ବରୁ ସୁଧୁରି ହେବ। ଜ୍ୟେତିଷ ଶାସ୍ତ୍ରରେ ଏମିତି ବହୁତ ସଂକେତ ରହିଛି, ଯାହା ପୂର୍ବରୁ ଶୁଭ ଏବଂ ଅଶୁଭ ଘଟଣା ବିଷୟରେ ଜଣାଇଥାଏ। ଏମିତି ଘଟଣାକୁ ଶୁଭ ଏବଂ ଅଶୁଭ କୁହାଯାଏ।…