Browsing Tag

good story

୭ ବର୍ଷର ପୁଅ ଉପରେ ମା’ର ନିଆରା ପ୍ରୟୋଗ, ପିଲାଠୁ ନେଉଛି ଘରର ଭଡ଼ା ଓ ବିଦ୍ୟୁତ୍‌ ବିଲ୍‌; କାରଣ ଜାଣିଲେ ଆପଣ ବି କରିବେ…

କୁହାଯାଏ ଯେ ପିଲାମାନଙ୍କୁ ଅର୍ଥର ମହତ୍ତ୍ୱ ବୁଝାଇବା ଅତ୍ୟନ୍ତ ଜରୁରୀ। ଏହା ବି ବୁଝାଇବା ଦରକାର ଯେ ଟଙ୍କା ରୋଜଗାର କରିବା ପାଇଁ ଜଣକୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କିନ୍ତୁ ଏଠି ଜଣେ ମା’ ନିଜ ପିଲାକୁ ଟଙ୍କାର ମୂଲ୍ୟ ବୁଝାଇବା ପାଇଁ ପ୍ରତିମାସରେ ତା’ଠାରୁ ବିଦ୍ୟୁତ୍‌ ବିଲ୍‌ ଏବଂ ଘରର…

ଦିବ୍ୟାଙ୍ଗ ହେଲେ ବି ଟ୍ୟାଲେଣ୍ଟ କିଛି କମ ନୁହେଁ! ମଡେଲଙ୍କ ଗୋଟିଏ ଗୋଡ଼ର ଓଜନ ୪୫ କିଲୋ, କହିଲେ, ଭଗବାନ ମୋତେ ବହୁତ…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଦୁର୍ବଳତାକୁ ହିଁ ନିଜର ଶକ୍ତି ବନାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଆମେରିକାର ମଡେଲ ମହୋଗନୀ ଗେଟର। ମହୋଗନୀ ଶାରୀରିକ ରୂପେ ଦିବ୍ୟାଙ୍ଗ, ହେଲେ ତଥାପି ସବୁ ପ୍ରକାର ଚ୍ୟାଲେଞ୍ଜକୁ ସେ ସାମ୍ନା କରୁଛନ୍ତି।…

କରୋନା ପଜିଟିଭ ଦାଦୀ ହସ୍ପିଟାଲ ବେଡରେ କଲେ ଗରବା, Video ହୋଇଗଲା ଭାଇରଲ

ଇଣ୍ଟରନେଟରେ ଏବେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ୯୫ ବର୍ଷୀୟା ଜଣେ ବୃଦ୍ଧା ଗରବା କରୁଥିବା ନଜର ଆସୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ବୃଦ୍ଧା ଜଣକ କରୋନା ସଂକ୍ରମିତ। ତେବେ ଏଭଳି ଏକ ଭିଡ଼ିଓ ଏମିତି ସଂକଟଜନକ ସ୍ଥିତିରେ ଆଶାର କିରଣ ଭଳି ହୋଇଛି। ଏହି ଭିଡ଼ିଓକୁ ଫଟୋଗ୍ରାଫର…

ସାଇକେଲ କିଣିବା ପାଇଁ କୁନି ପିଲାଟି କୁମ୍ପିରେ ଜମା କରିଥିଲା ପଇସା, ଭାଙ୍ଗିକି ଦାନ କରିଦେଲା କୋଭିଡ ରୋଗୀଙ୍କୁ

ଦେଶରେ କରୋନା ଭାଇରସ ଯୋଗୁ ଏବେ ଚାରିଆଡେ ହାହାକାର ପରିସ୍ଥିତି। କେଉଁଠି ଲୋକେ ପଇସା ପାଇଁ ଚିନ୍ତିତ ତ କେଉଁଠି ଚିକିତ୍ସା ଏବଂ ଔଷଧ ପାଇଁ। ଏମିତି ସ୍ଥିତିରେ ସବୁଠାରୁ ଅଧିକ ଗରିବ ଲୋକ ହିଁ ମୁସ୍କିଲର ସାମ୍ନା କରୁଛନ୍ତି। ଏହାରି ଭିତରେ ତାମିଲନାଡୁରୁ ଏକ ଭଲ ଖବର ସାମ୍ନାକୁ ଆସିଛି।…

କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଡଙ୍ଗାକୁ ହିଁ କରିଦେଲେ ଆମ୍ବୁଲାନ୍ସ, PPE କିଟ, ଷ୍ଟ୍ରେଚର, ହ୍ବିଲଚେୟାରର…

ଏବେ କରୋନା ମହାମାରୀ ସହ ସାରା ଦେଶ ଜୁଝି ହେଉଛି। ଏମିତି ସ୍ଥିତିରେ ଅନେକ ଲୋକ ସହାୟତା କରିବାକୁ ଆଗେଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଜାମ୍ମୁ କଶ୍ମୀରର ତାରିକ ଅହମଦ ପତଲୁ। ତାରିକ ଶ୍ରୀନଗରର ଡାଲ ହ୍ରଦରେ ଏକ ଡଙ୍ଗାକୁ ଆମ୍ବୁଲାନ୍ସ ବନାଇ ଦେଇଛନ୍ତି। ଏହି…

ଚମତ୍କାର! ୧୦ ବର୍ଷ ପରେ ପୁଣି ଚାଲିବା ଆରମ୍ଭ କଲା ୧୦୦ ବର୍ଷର ପୁରାତନ ଘଣ୍ଟା, ଭୟଙ୍କର ଭୂମିକମ୍ପରେ ଲାଗିଥିଲା ଝଟକା

ଜାପାନରେ ୧୦୦ ବର୍ଷର ଏକ ପୁରାତନ ଘଣ୍ଟା ଦୀର୍ଘ ୧୦ ବର୍ଷ ଧରି ବନ୍ଦ ପଡ଼ିବା ପରେ ଏବେ ପୁଣି ଚାଲିବା ଆରମ୍ଭ କରି ଦେଇଛି। ଭୟଙ୍କର ଭୂମିକମ୍ପର ଶିକାର ହୋଇଥିବା ଏହି ଘଣ୍ଟାକୁ ୨୦୨୧ ଫେବୃୟାରୀରେ ଆସିଥିବା ଦ୍ୱିତୀୟ ଭୂମିକମ୍ପ ନୂଆ ଜୀବନ ଦେଇଛି। ୧୦ ବର୍ଷ ପରେ ଘଣ୍ଟାଟି ପୁଣିଥରେ ଚାଲିବାକୁ…

ସାହସୀ ହେବାକୁ ବାର୍ତ୍ତା ଦେଲେ କୋଭିଡ୍‌ ସଂକ୍ରମିତ ସ୍ୱାମୀ, ସ୍ତ୍ରୀ, ହସ୍ପିଟାଲରୁ ଗାଇଲେ ‘ଜିନ୍ଦଗୀ ଔର କୁଛ ଭି…

କରୋନା କାରଣରୁ ଯେଉଁଠି ଲୋକେ ମନୋବଳ ହରାଇ ବସୁଛନ୍ତି, ସେଠି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ଏହି ଭିଡିଓ ଦେଖିଲେ ଆପଣ ପଜିଟିଭ ଭାବିବା ଆରମ୍ଭ କରିଦେବେ। ଭିଡିଓଟି ପଦ୍ମଶ୍ରୀ ଅନୁଜ ଶର୍ମାଙ୍କର। କିଛିଦିନ ତଳେ ସେ ଓ ତାଙ୍କ ସ୍ତ୍ରୀ…

ମହାମାରୀରେ ମହାନତା ଦେଖାଇଲେ ୮୫ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ରୋଗୀଙ୍କ ପାଇଁ ଛାଡ଼ି ଦେଲେ ନିଜ ବେଡ୍‌, ଆଉ କହିଲେ, ‘ମୁଁ…

କରୋନାର ଦ୍ୱିତୀୟ ଲହରୀରେ ଯେଉଁଠି ଲୋକଙ୍କୁ ବେଡ୍‌, ଅକ୍ସିଜେନ ଓ ଆବଶ୍ୟକ ଔଷଧ ମିଳୁ ନାହିଁ, ସେଠି ୮୫ ବର୍ଷୀୟ ଜଣେ ବୃଦ୍ଧ ନିଜ ମୃତ୍ୟୁ ପୂର୍ବରୁ ଏମିତି ମହାନତା ଦେଖାଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟରେ ସ୍ମୃତି ହୋଇ ରହିଯାଇଛି। ବୃଦ୍ଧ ଜଣକ ହେଉଛନ୍ତି ମହାରାଷ୍ଟ୍ର ନାଗପୁରର ନାରାୟଣ…

ଏମିତି ମିଛ ଯାହା କରୋନାକୁ ହରାଇ ଦେଲା, ଆଉ ଏମିତି ସତ ଯାହା ଚେହେରାରେ ଫୁଟାଇଲା ହସ, ଜାଣନ୍ତୁ ସଂକ୍ରମଣରୁ ସୁସ୍ଥ…

କୁହନ୍ତି, ମିଛ କହିବା ମହାପାପ। କିନ୍ତୁ ଏମିତି ଏକ ମିଛ ସାମ୍ନାକୁ ଆସିଛି, ଯାହା କରୋନା ସଂକ୍ରମିତ ଏକ ପରିବାର ପାଇଁ ସଞ୍ଜିବନୀ ପାଲଟି ଯାଇଛି। ଏହି ମିଛରୁ ମିଳିଥିବା ଶକ୍ତିରୁ ପରିବାରର ୩ ସଦସ୍ୟ ୧୦ ଦିନରେ ହିଁ କରୋନାକୁ ମାତ୍‌ ଦେଇଛନ୍ତି। ଘଟଣାଟି ଉତ୍ତରପ୍ରଦେଶ ଗୋରଖପୁରର। ବରଗଦଓ୍ଵା…

ପ୍ରତିଦିନ ୨ରୁ ୩ଥର ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ନିଅନ୍ତୁ ବାମ୍ଫ, ଫୁସ୍‌ଫୁସ୍‌ ଉପରେ ପଡ଼ିବନି କରୋନାର ପ୍ରଭାବ

ଦେଶରେ କରୋନା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ସବୁ ମଣିଷ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସବୁ ପ୍ରକାର ତରିକା ଆପଣାଇବାକୁ ପ୍ରସ୍ତୁତ। ହେଲେ ଭାଇରସ୍‌ ଯିବାକୁ ନାଁ ଧରୁନାହିଁ। ସେପଟେ ଏଭଳି ସ୍ଥିତିରେ ଏକ ଆଶ୍ୱସ୍ତୀକର ଖବର ସାମ୍ନାକୁ ଆସିଛି। ନିକଟରେ…

ଦୃଢ଼ମନା ହୋଇ ଖେଳିଲେ ୮ ମାସର ଗର୍ଭବତୀ, ଟାଏକୋଣ୍ଡୋରେ ଜିତିଲେ ସ୍ୱର୍ଣ୍ଣ ! କିନ୍ତୁ ଲୋକେ କହିଲେ, ‘ଏହା…

ଗର୍ଭବତୀ ହେବା ପରେ ସବୁ ମହିଳାଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏବେ ନାଇଜେରିଆରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଗର୍ଭବତୀ ଦୃଢ଼ମନା ହୋଇ ଅତି ମୁସ୍କିଲ କାମକୁ ବି କରିଦେବାରେ ସଫଳ ହୋଇଛନ୍ତି। ତେବେ ମହିଳା ଜଣକ ହେଉଛନ୍ତି ଜଣେ…

ବିଶ୍ୱରେ ପ୍ରଥମ ! ଜୀବିତ ଡୋନରଙ୍କ ଫୁସ୍‌ଫୁସ୍‌ କୋଭିଡ୍‌ ରୋଗୀଙ୍କଠାରେ ହେଲା ପ୍ରତ୍ୟାରୋପିତ, ସ୍ୱାମୀ ଓ ପୁଅ କଲେ ଦାନ

ଜାପାନୀ ଡାକ୍ତରମାନେ କରୋନା ଆକ୍ରାନ୍ତ ଜଣେ ମହିଳାଙ୍କର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଫୁସ୍‌ଫୁସ୍‌କୁ ପ୍ରତ୍ୟାରୋପଣ କରିବାରେ ବଡ଼ ସଫଳତା ହାସଲ କରିଛନ୍ତି। ପୂର୍ବରୁ ମୃତ ଡୋନରଙ୍କ ଫୁସ୍‌ଫୁସ୍‌ ପ୍ରତ୍ୟାରୋପଣ କରିବାର ଅନେକ ସଫଳ ଅସ୍ତ୍ରୋପଚାର ବିଶ୍ୱରେ ହୋଇସାରିଛି। କିନ୍ତୁ ଏହା ଏମିତି ଏକ…