Browsing Tag

goods train derailed

ବାଙ୍ଗିରିପୋଷି ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ

ବାଙ୍ଗିରିପୋଷି : ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ । ବାଙ୍ଗିରିପୋଷି ଷ୍ଟେସନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ପାଇଁ ମାଲ ନେଇ ଆସିଥିବା ବେଳେ ରେଳ ଧାରଣାରୁ ଖସିଛି ଟ୍ରେନ । ଟ୍ରେନର ହୁଇଲ ଛିଣ୍ଡି ଯିବା ଯୋଗୁଁ ଗୋଟିଏ ଡବା ରେଲ ଧାରଣାରୁ ତଳକୁ ଖସିଛି ।…

ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଲ ଚଳାଚଳା ପ୍ରଭାବିତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ ହୋଇଛି । ଟ୍ରେନ୍ ଚଳାଚଳ ବିଶେଷ ପ୍ରଭାବିତ ହୋଇନାହିଁ । ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଆଜି…

ପାହାଡ଼ରୁ ପଥର ଖସି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ (କେନ୍ୟୁଜ): ପୁଣି ଲାଇନଚ୍ୟୁତ ହେଲା ମାଲ ବୋଝେଇ ଟ୍ରେନ୍ । ଆନ୍ଧ୍ରପ୍ରଦେଶ ଶିବଲିଙ୍ଗପୁରମ ନିକଟରେ ଏକ ମାଲବାହୀ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଏଠାରେ ରେଳ ଇଞ୍ଜିନ ଉପରେ ପଥର ପଡ଼ିବାରୁ ଇଞ୍ଜିନ ଲାଇନଚ୍ୟୁତ ଥିବା ଜଣାପଡ଼ିଛି। ଏହାଫଳରେ କୋରାପୁଟ -ଆରୁକୁ -ବିଶାଖାପାଟଣା ରେଳ…