Browsing Tag

google

ଗୁଗୁଲର ବଡ଼ ପରିବର୍ତ୍ତନ, ବିନା QR Code ସ୍କାନରେ ଖୋଲିବ ନାହିଁ ୱେବସାଇଟ୍

ବର୍ତ୍ତମାନର ଲୋକମାନେ ସୁବ ସମୟରେ ଇର୍ଯରନେଟ ଉପରେ ନିର୍ଭରଶୀଳ । କାହିଁକି ନା ସେ ଆମର ଅନେକ କାମକୁ ସହଜ ଏବଂ ସୁବିଧା କରିଥାଏ । ଇଣ୍ଟରନେଟ ବ୍ୟବହାର କରିବା ସମୟରେ ଆପଣ ନିଶ୍ଚିତ ଭାବେର ‘‘ମୁଁ ରୋବଟ ନୁହେଁ’’ କ୍ୟାପଚା ଅନେକ ଥର ଦେଖିଥିବେ । ଏହି ସିଷ୍ଟମକୁ ବଟ୍ ଏବଂ ନକଲି ଟ୍ରାଫିକ ରୁ…

Gmail କୁ ମିଳିବ AI ଇନବକ୍ସର ସପୋର୍ଟ, ଡ୍ରାଫ୍ଟ ଠାରୁ ମେଲ୍ ଯାଏଁ ନିଜେ କରିବ ସବୁ କାମ

ଗୁଗଲ ଜିମେଲ ପାଇଁ ଏକ ବଡ଼ ଏଆଇ ଅପଡେଟ୍ ଆଣିଛି । ଯାହାଦ୍ବାରା ଏବେ ଇମେଲ କେବଳ ପଢିବାରେ ସୀମିତ ରହିବ ନାହିଁ । କମ୍ପାନୀ ନୂଆ ଏଆଇ ବକ୍ସ ଫିଚର ଲଞ୍ଚ କରିଛି । ଯାହା ଇମେଲକୁ ବୁଝି ନିଜେ ନିଜେ କାମ ଲିଷ୍ଟ କରିବ ଆଉ ଜବାବରେ ଡ୍ରାଫ୍ଟ ତିଆରି କରିବ । ଏହାର ଲକ୍ଷ୍ୟ ହେଉଛି ଜିମେଲକୁ ଏକ ଟାସ୍କ…

ଦୀପାବଳି ସ୍ପେଶାଲ ଅଫର୍ ଆଣିଛି ଗୁଗୁଲ୍, ମାତ୍ର ୧୧ ଟଙ୍କାରେ ମିଳିବ 2TB କ୍ଲାଉଡ୍ ଷ୍ଟୋରେଜ୍

ଦୀପାବଳି ପାଇଁ ଗୁଗୁଲ୍ ଏକ ସ୍ପେଶାଲ ଅଫର୍ ଘୋଷଣା କରିଛି । କମ୍ପାନୀ ଏହାର କ୍ଲାଉଡ୍ ଷ୍ଟୋରେଜ୍ ଏବଂ ସବସ୍କ୍ରିପସନ୍ ମୂଲ୍ୟ ହ୍ରାସ କରିଛି । ଗୁଗୁଲ୍ ଦୀପାବଳିରେ ୟୁଜର୍ସଙ୍କୁ ମାତ୍ର ୧୧ ଟଙ୍କାରେ 2TB କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରୁଛି । ଏହି ଅଫର୍ କମ୍ପାନୀର ସମସ୍ତ ଷ୍ଟୋରେଜ୍ ପ୍ଲାନ…

Google କୁ ପୁରିଲା ୨୭ ବର୍ଷ, ନିଆରେ ଭାବେ ପାଳୁଛି ଜନ୍ମଦିନ

ହାପି ବାର୍ଥ ଡେ ଗୁଗୁଲ୍ । ଆଜି Google ର ଜନ୍ମଦିନ । Google କୁ ପୁରିଲା ୨୭ ବର୍ଷ । ୨୭ ସେପ୍ଟେମ୍ବର, ୨୦୨୫ ରେ, ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଏକ ରଙ୍ଗୀନ ଗୁଗୁଲ୍ ଡୁଡଲ୍ ସହିତ ଏହାର ଜନ୍ମଦିନ ପାଳନ କରିଛି । ଏହି ଖାସ୍ ଡୁଡଲ୍ ଆମେରିକୀୟ ୟୁଜର୍ସଙ୍କ ସମେତ ବିଶ୍ୱର ଲକ୍ଷ ଲକ୍ଷ…

ବ୍ରେକଅପ ପରେ ଡ୍ରିମ୍ ଜବ୍ ଛାଡ଼ିଦେଲେ ଯୁବକ, ଡିପ୍ରେସନ ପାଇଁ ତୁଚ୍ଛ ଲାଗିଲା ଟଙ୍କା

ବ୍ରେକଅପ ପରେ ଅଢେଇ କୋଟି ଟଙ୍କାର ଚାକିରି ଛାଡ଼ିଦେଲେ ଯୁବକ । ସେ ପୁଣି ଆଉ କେଉଁଠି ନୁହେଁ ବିଶ୍ୱର ନାମିଦାମୀ କମ୍ପାନୀରେ । ବଢ଼ୁଥିଲା ଡିପ୍ରେସନ ଆଉ ପୁଣି କାମର ଚାପ । ସବୁକିଛି ଛାଡି ସେ ନିଜ ହିସାବରେ ବଞ୍ଚିବାକୁ ଚାହିଁଲେ ଆଉ ଜବ ଛାଡିଦେଲେ । ଗୋଟିଏ ମଣିଷର ଇଚ୍ଛା ଥାଏ କି ସେ ବଡ଼ ହୋଇ…

ଗୁଗୁଲ୍ ଭାରତୀୟ ବଜାରରେ ଲଞ୍ଚ କରିଛି Pixel 10 ସିରିଜ୍, ଜାଣନ୍ତୁ ଏହାର ସ୍ପେସିଫିକେସନ୍ ଏବଂ ପ୍ରାଇସ୍

ଗୁଗୁଲ୍ ଭାରତୀୟ ବଜାର ଏବଂ ବିଶ୍ୱ ବଜାରରେ ଏହାର ନୂଆ ସ୍ମାର୍ଟଫୋନ୍ Pixel 10 ସିରିଜ୍ ଲଞ୍ଚ କରିଛି । କମ୍ପାନୀର ଲାଟେଷ୍ଟ ଫୋନ୍ ସହିତ ଜଡିତ ଡିଟେଲ୍ସ ଗତ କିଛି ଦିନ ଧରି ସାମ୍ନାକୁ ଆସୁଥିଲା । ଏବେ କମ୍ପାନୀ ଅଫିସିଆଲ ଭାବରେ ଏହାର ସ୍ମାର୍ଟଫୋନର ସ୍ପେସିଫିକେସନ୍ ଏବଂ ପ୍ରାଇସ୍ ବିଷୟରେ…

Gmail ୟୁଜର୍ସଙ୍କ ପାଇଁ ବଡ଼ ଖବର, ସ୍କାମରମାନେ ପାସୱାର୍ଡ ଚୋରି କରିବା ପାଇଁ ବ୍ୟବହାର କରୁଛନ୍ତି Gemini

ଯଦି ଆପଣ Gmail ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ସାଇବର ସୁରକ୍ଷା ବିଶେଷଜ୍ଞମାନେ ଏକ ନୂତନ Gmail ଠକେଇର ଖୁଲାସା କରିଛନ୍ତି, ଯେଉଁଥିରେ ଠକମାନେ Google Gemini AI ଟୁଲ୍ର ଅପବ୍ୟବହାର କରୁଛନ୍ତି । ଏହି ବିପଦପୂର୍ଣ୍ଣ ଠକେଇର ଉଦ୍ଦେଶ୍ୟ ହେଉଛି…

Samsung, Google ଏବଂ Appleର ବଢ଼ିଲା ଟେନସନ୍, ଚୀନ୍ କମ୍ପାନୀ ଆଣୁଛି ୧୦,୦୦୦mAh ବ୍ୟାଟେରୀ ଫୋନ୍

Samsung, Apple, Google ଭଳି ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡର ଟେନସନ୍ ବଢ଼ିବାକୁ ଯାଉଛି । ଚୀନ୍ କମ୍ପାନୀଗୁଡ଼ିକ ୧୦,୦୦୦mAh ବ୍ୟାଟେରୀ ଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । Realme ପୂର୍ବରୁ ଏହାର ୧୦,୦୦୦mAh ବ୍ୟାଟେରୀ ବିଶିଷ୍ଟ ଫୋନ୍ ଘୋଷଣା କରିସାରିଛି । ହେଲେ,…

ଅନଲାଇନ୍ ବେଟିଂ ଆପ୍ ମାମଲାରେ ଗୁଗୁଲ୍ ଓ ମେଟାକୁ ED ନୋଟିସ୍, ଜୁଲାଇ ୨୧ରେ ହାଜର ହେବାକୁ ସମନ ଜାରି

ନୂଆଦିଲ୍ଲୀ : ଗୁଲ୍ ଓ ମେଟାକୁ ନୋଟିସ୍ ଜାରି କରିଛି ED । ଅନଲାଇନ୍ ବେଟିଂ ଆପ୍ ମାମଲାରେ ଗୁଗୁଲ୍ ଓ ମେଟାକୁ ED ନୋଟିସ୍ ପଠାଇଛି । ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରାଯାଇଛି । ଜୁଲାଇ ୨୧ରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ ଜାରି କରିଛି ।…

Googleର ବଡ଼ ପ୍ଲାନ୍, Android ଏବଂ ChromeOS ମିଶାଇ ହେବ ଗୋଟିଏ ପ୍ଲାଟଫର୍ମ

ଗୁଗୁଲ ଏକ ବଡ଼ ପ୍ଲାନ୍ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ଦୁଇଟି ଅପରେଟିଂ ସିଷ୍ଟମ୍ Android ଏବଂ ChromeOSକୁ ମିଶାଇ ଗୋଟିଏ ପ୍ଲାଟଫର୍ମ ତିଆରି କରିବାକୁ ପ୍ଲାନ୍ କରୁଛି ।  ଯାହାର ଖୁଲାସା ଗୁଗୁଲ୍‌ର ଆଣ୍ଡ୍ରଏଡ୍ ମୁଖ୍ୟ ସମୀର ସାମତ୍ ନିଜେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ସେ…

ଭୂମିକମ୍ପ ପୂର୍ବରୁ ସତର୍କ କରିବ ସ୍ମାର୍ଟୱାଚ୍, Wear OS ରେ ଗୁଗୁଲ୍ ଯୋଡିଲା ସ୍ପେଶାଲ୍ ଫିଚର୍

ଭୂମିକମ୍ପ ପୂର୍ବରୁ ସୂଚନା ଦେବ ଆପଣଙ୍କ ସ୍ମାର୍ଟୱାଚ୍ । ଗୁଗୁଲ୍ ଏହାର WearOS ଅପରେଟିଂ ସିଷ୍ଟମ୍ ପାଇଁ ଜରୁରୀକାଳୀନ ଆଲର୍ଟ ସିଷ୍ଟମ୍ ଫିଚର୍ ଆରମ୍ଭ କରୁଛି । ଏବେ ଆପଣଙ୍କର ସ୍ମାର୍ଟୱାଚ୍ ଭୂମିକମ୍ପ ପୂର୍ବରୁ ଏକ ସତର୍କତା ଜାରି କରିବ । ଏହି ଫିଚର୍ ମାଧ୍ୟମରେ, ଭୂମିକମ୍ପ ହେବା ପୂର୍ବରୁ…

Google ଲଞ୍ଚ କରିଛି Android 16, ଜାଣନ୍ତୁ କେତେ ଚେଞ୍ଜ ହେବ ଆପଣଙ୍କ ସ୍ମାର୍ଟଫୋନ

Google ଲଞ୍ଚ କରିଛି । ନୂଆ ଅପରେଟିଂ ସିଷ୍ଟମ୍ ଘୋଷଣା କରି ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲାଟଫର୍ମର ପ୍ରେସିଡେଣ୍ଟ ଏବଂ ଜେନେରାଲ୍ ମ୍ୟାନେଜର ସିୟାଙ୍ଗ ଚାଉ କହିଛନ୍ତି ଯେ ଏହା ନୂଆ ମ୍ୟାଟେରିଆଲ୍ ୩ ଏକ୍ସପ୍ରେସିଭ୍ ର ମିଶ୍ରଣ ହେବ ଏବଂ କମ୍ପାନୀର ଡିଜାଇନ୍ ଧାରଣାକୁ ଆଗକୁ ବଢ଼ାଇବ । ଏହି ଅପରେଟିଂ…