ଆପଣ ବ୍ୟବହାର କରୁଛନ୍ତି କି Google Chrome? ହୋଇ ଯାଆନ୍ତୁ ସାବଧାନ; ସରକାରୀ ଏଜେନ୍ସି ଜାରି କଲା ଆଲର୍ଟ
Google Chrome ଏକ ଲୋକପ୍ରିୟ େଓ୍ଵବ୍-ବ୍ରାଉଜର। ଏବେ Google Chromeର ୟୁଜରମାନଙ୍କୁ ଚେତାବନୀ ଜାରି କରାଯାଇଛି। ଭାରତ ସରକାରଙ୍କ ଏକ ଏଜେନ୍ସି ତରଫରୁ ଏହି ଚେତାବନୀ ଜାରି ହୋଇଛି। ରିପୋର୍ଟ ମୁତାବକ, ଇଣ୍ଡିଆନ୍ କମ୍ପ୍ୟୁଟର ଇମରଜେନ୍ସି ରେସ୍ପନ୍ସ ଟିମ୍ (CERT-In) ୟୁଜରମାନଙ୍କୁ…