ଜୁନ ୨୦୨୧ ପର୍ଯ୍ୟନ୍ତ ଗୁଗୁଲ ବଢ଼ାଇଲା “Work from Home” ଅବଧି, ଇମେଲ ଜରିଆରେ ସିଇଓ ଦେଲେ ସୂଚନା
କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗୁଗୁଲ କମ୍ପାନୀ ଭାରତ ସମେତ ବିଶ୍ୱର ଅନ୍ୟାନ ଦେଶ ମାନଙ୍କରେ ନିଜ କର୍ମଚାରୀ ମାନଙ୍କ ପାଇଁ ଏକ ଜରୁରୀ ଘୋଷଣା କରିଛନ୍ତି । କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ କମ୍ପାନୀ କତ୍ତୃପକ୍ଷ ନିଜ ଘରୁ କାମ କରିବା ଅବଧି ବା "ୱାର୍କ ଫ୍ରମ ହୋମ" ସୁବିଧାକୁ ଆସନ୍ତା…