ଗୁଗଲ କ୍ରୋମ ବ୍ୟବହାରକାରୀଙ୍କୁ ସରକାରଙ୍କ ଚେତାବନୀ, ଡାଉନଲୋଡ଼ କରନ୍ତୁ ଏହାର ନୂଆ ଭର୍ସନ
ଆଜିର ଯୁଗରେ କୌଣସି କାମ ଇଣ୍ଟରନେଟ ବିନା ହୁଏନି। ପ୍ରତ୍ୟେକ ମଣିଷ ସବୁବେଳେ ନେଟ୍ ବ୍ୟବହାର କରନ୍ତି। କାରଣ ବର୍ତ୍ତମାନ ଅନେକ କାମ ଇଣ୍ଟରନେଟ ସହଜ କରିଦେଉଛି। ସେ ଫୁଡ୍ ଅର୍ଡର୍ ହେଉ, ପୋଷାକ କିଣିବା ହେଉ କିମ୍ବା ବ୍ୟାଙ୍କ କୌଣସି କାମ। ସବୁକିଛି ଚୁଟକୀରେ ସହଜ ହୋଇଯାଉଛି ଇଣ୍ଟରନେଟ ପାଇଁ।…