ୟୁଜରଙ୍କୁ ମିଳିଲା ବଡ଼ ଝଟକା, ଏହି ଦେଶରେ ଖୁବଶୀଘ୍ର ବନ୍ଦ ହୋଇଯିବ ଗୁଗଲ ପେ
ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ ଆକ୍ସନ ନେବା ପରେ ଗୁଗଲ୍ କମ୍ପାନୀ ବର୍ତ୍ତମାନ ଏହାର ପେମେଣ୍ଟ୍ ଆପ୍ ଗୁଗଲ୍ ପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ମିଳିଥିବା ସୂଚନା ଅନୁଯାୟୀ ଗୁଗଲର ଏହି ପେମେଣ୍ଟ ଆପ୍ ଆମେରିକାରେ ୪ ଜୁନ୍ ୨୦୨୪ ରେ ବନ୍ଦ ହୋଇଯିବ। ୨୦୨୨ ମସିହାରେ ଆରମ୍ଭ ହୋଇଥିବା…