Google ଆଣିଲା ନୂଆ ଫିଚର, ଏବେ ପ୍ଲେ ଷ୍ଟୋରରେ ଏକା ସହ ଡାଉନଲୋଡ କରିପାରିବେ ମଲ୍ଟିପଲ୍ ଆପ୍
ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଦେଖିଛୁ ଯେ ଯେତେବେଳେ ଆମେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏକ ଆପ୍ ଡାଉନଲୋଡ୍ କରୁ, ଗୋଟିଏ ଥରରେ କେବଳ ଗୋଟିଏ ଆପ୍ ହିଁ ଡାଉନଲୋଡ୍ ହୋଇପାରିବ, କିନ୍ତୁ ବର୍ତ୍ତମାନ ଗୁଗୁଲ୍ ଏହାର ୟୁଜରମାନଙ୍କୁ ଏକ ବଡ ଉପହାର ଦେଇଛି । ବର୍ତ୍ତମାନ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରେ…