google removed 25 apps

ୟୁଜରଙ୍କ ବ୍ୟକ୍ତିଗତ ଡାଟା ଚୋରି କରୁଥିଲେ ଏହି ୨୫ଟି ଆପ୍‌, ଧରାପଡ଼ିଲା ପରେ ପ୍ଲେ-ଷ୍ଟୋରରୁ ହଟାଇଲା ଗୁଗଲ

ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଗୁଗଲ ନିଜ ପ୍ଲେ-ଷ୍ଟୋରରୁ ୨୫ଟି ମୋବାଇଲ ଆପ୍‌ ହଟାଇଛି। ଏହି ସବୁ ଆପ୍‌ ଫେସବୁକ୍‌ରୁ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ।…

4 years ago