ଗୁଗଲ ସର୍ଚ୍ଚରେ ନିଜର ଫୋନ ନମ୍ବରକୁ ଏପରି ପତ୍ତା ଲଗାଇ ପାରିବେ ୟୁଜର୍ସ, କେମିତି ଜାଣନ୍ତୁ
ଇଣ୍ଟରନେଟରେ ଅଗଣିତ ୟୁଜର୍ସଙ୍କ ବହୁତ ସାରା ବ୍ୟକ୍ତିଗତ ବିବରଣୀ ବା ପର୍ସନାଲ ଡିଟେଲ୍ସ ରହିଛି, ଯାହାକୁ କେହି ବି ଲୋକ ଗୁଗଲ ସର୍ଚ୍ଚ ଦ୍ୱାରା ଆକସେସ୍ କରିପାରିବେ। ଏହି ଡାଟାରେ ଇମେଲ ଆଡ୍ରେସ, ଫୋନ୍ ନମ୍ବର ଆଦି ସାମିଲ ରହିଛି। ଏହା ୟୁଜର୍ସଙ୍କ ପ୍ରାଇଭେସୀକୁ ବଢ଼ାଇଥାଏ। ଏବଂ ଅନଲାଇନ୍…