Google ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ୍, Samsung ସହ ହେବ ଟକ୍କର
ଆମେରିକାର ଟେକ୍ କମ୍ପାନୀ ଗୁଗଲ ନିକଟରେ ପିକ୍ସେଲ ୬ ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ଘୋଷଣା କରିଛି । ମାତ୍ର ବର୍ତ୍ତମାନ ଏହାର ବିକ୍ରି ଆରମ୍ଭ ହୋଇନାହିଁ । ମାତ୍ର କମ୍ପାନୀ ଫୋଲ୍ଡେବଲ ସ୍ମାର୍ଟଫୋନ ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ମିଳିଛି । ପୂର୍ବରୁ ଏକ ସମୟରେ ସାମସଙ୍ଗର…